ଏଚଏଏଲର ଅବସରପ୍ରାପ୍ତ କର୍ମଚାରୀଙ୍କ ଦ୍ୱାଦଶ ଦିବସରେ ସ୍ମୃତି ସଭା

ଛତ୍ରପୁର, (ଦେବଦତ୍ତ ମହାରଣା) :-ସୁନାବେଡା ସ୍ଥିତ ଏଚଏଏଲର ଅବସରପ୍ରାପ୍ତ କର୍ମଚାରୀ , କାଳିବାଲି ନିବାସୀ ତଥା ଛତ୍ରପୁର ପ୍ରେସ କ୍ଲବର ସମ୍ପାଦକ ସନ୍ତୋଷ କୁମାର ପାଢୀଙ୍କ ପିତା ସ୍ୱର୍ଗତ ହରିହର ପାଢୀଙ୍କ ଦ୍ୱାଦଶ ଦିବସ ଅବସରରେ ଏକ ସ୍ମୃତି ସଭା ଛତ୍ରପୁର ପ୍ରେସକ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ପାଢୀଙ୍କ ପରିବାର , ବନ୍ଧୁବାନ୍ଧବ, ଛତ୍ରପୁର ପ୍ରେସ କ୍ଲବର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଗଣ , ବିଭିନ୍ନ ରାଜନୈତିକ ଦଳ ନେତା ଓ କର୍ମୀ, ଆଇନଜିବୀ, ସାମାଜିକ କର୍ମୀ, ଏବଂ ବ୍ରହ୍ମପୁର , ଗଂଜାମ, ଖଲିକୋଟ, ରମ୍ଭା, ହିଂଜିଳି ଓ ପୁରୁଷୋତ୍ତମପୁର ଅଂଚଳ ବହୁ ଗଣମାଧ୍ୟମର ପ୍ରତିନିଧୀ ମାନେ ଯୋଗଦେଇ ସ୍ୱର୍ଗତ ପାଢୀ ଙ୍କ ତୈଳ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିବା ସହିତ ତାଙ୍କର ଅମର ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।
ଏହି ଅବସରରେ ଛତ୍ରପୁର ପ୍ରେସ କ୍ଲବର ଉପଦେଷ୍ଟା ରବିନ୍ଦ୍ର କୁମାର ପଣ୍ଡା, ରବିନ୍ଦ୍ର ନାଥ ପଣ୍ଡା, ଶ୍ରୀକାନ୍ତ ମହାନ୍ତି ଓ ବସନ୍ତ କୁମାର ମହାରଣା, ଉପସଭାପତି ସୁଧୀ କୁମାର ନାହାକ ଓ ଦିଲ୍ଲୀପ କୁମାର ସାମଲ, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, ଯୁବ ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ସାହୁ, କେ.ସତ୍ୟ ନାରାୟଣ ରେଡ୍ଡୀ, କୃପାସିନ୍ଧୁ ପଣ୍ଡା, ବିସ୍ମୟ ପ୍ରଧାନ, ସନ୍ତୋଷ କୁମାର ମିଶ୍ର, ଅଜିତ୍ କୁମାର ସ୍ୱାଇଁ, ସନ୍ତୋଷ କୁମାର ସାହୁ, ରବିନ୍ଦ୍ର କୁମାର ନାହାକ, ଇଜୁ ଆମିନ ଖାନ୍ , ଅଶୋକ କୁମାର ବେହେରା, ପ୍ରଦୀପ କୁମାର ସାହୁ, କିଶୋର ୍ର ମହାନ୍ତି , ଗୈାର ପ୍ରସାଦ ମହାପାତ୍ର, କ୍ଷେତ୍ରବାସୀ ସାହୁ, ମଳୟ କୁମାର ସାହୁ, ସମୀର ଆଚାର୍ଯ୍ୟ, ଦୁର୍ଗା ମାଧବ ପାଣିଗ୍ରାହୀ , ଫୋଟ ସାମ୍ବିଦକ ସମୀର ରଥ, ଅଶୋକ କୁମାର ରଥ, ଶବର ତରାଇ, ବିଦ୍ୟାଧର ସାହୁ, ଉମାକାନ୍ତ ବେହେରା,ପ୍ରଦୀପ କୁମାର ପଣ୍ଡା, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନ, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ଓ ଏନ.ନାରାୟଣ ରେଡ୍ଡୀ, , ଲୋକ ସେବା ମଣ୍ଡଳ ର ଆଜୀବନ ସଦସ୍ୟ ରାଜେନ୍ଦ୍ର ଜେନା, ସମବାୟ ବ୍ୟାଙ୍କ ଅଧିକାରୀ ପବିତ୍ର ମୋହନ ପଲାଇ, ପୂର୍ବତନ ଗଂଜାମ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ୨୦ନଂ ଜିଲ୍ଲା ପରିଷଦ ସଦସ୍ୟ ଏମ.ଧନଜଂୟ ରେଡ୍ଡୀ, ୨୧ନଂ ଜୋନର ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଏସ. କିଶୋର ରେଡ୍ଡୀ, ପୂର୍ବତନ ସରପଞ୍ଚ ଟି. ନରସିଂହ ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି , ଜ୍ୟୋତି ରଂଜନ ସାହୁ, ଅଶୋକ କୁମାର ପାଣିଗ୍ରାହୀ ଓ ଏନ.ଦୁର୍ଯ୍ୟୋଧନ ରେଡ୍ଡୀ, ଯୁବନେତା ବାପି ଦାସ, ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ପୂର୍ବତନ ସାଂସଦ ପ୍ରତିନିଧୀ ଆୟୁବ ଖାନ୍ , ଛତ୍ରପୁର ବ୍ଲକ ବିଜେଡି ପ୍ରବାସୀ ପ୍ରଧାନ, ଛତ୍ରପୁର ଏନଏସି ବିଜେଡି ସଭାପତି ବି.ରାଜୁବାବୁ , ଚମାଖଣ୍ଡି ସିପିଆଇ ଜୋନାଲ ସମ୍ପାଦକ ସିଏଚ୍ .ଜନାର୍ଦ୍ଦନ ରେଡ୍ଡୀ , ଦୁର୍ଯ୍ୟୋଧନ ନାହାକ, ଚମାଖଣ୍ଡି ସରପଞ୍ଚ ସିଏଚ୍‌. ମନୋଜ କୁମାର ରେଡ୍ଡି, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଏସ.ସଂଜୀବ ରେଡ୍ଡୀ, ସମିତି ସଭ୍ୟ ଏସ.ଚକ୍ରପାଣି ରେଡ୍ଡି, ବିଜେଡି ନେତା ଜି.ଦୀଲେଶ୍ୱର ରେଡ୍ଡୀ, ଭବାନୀ ଶଙ୍କର ପାଣିଗ୍ରାହୀ, ବିଜୟ କୁମାର ପଣ୍ଡା, ସପନ ନାହାକ ,କିଶୋର ବେହେରା ମତ୍ସ୍ୟଜିବୀ ନେତା କେ.ଏଲେୟା, ଆର୍ଯ୍ୟପଲ୍ଲୀ ସରପଞ୍ଚ ତ୍ରିଲୋଚନ ବେହେରା, ଏମ.ଗୁମାଲୀ , ବି. ଭୀମସେନ , କାହ୍ନୁ ବେହେରା .ଏମ.ଡିଲି , ପୂର୍ବତନ ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷ ଧରଣିଧର ବେହେରା, ଭାରତୀୟ ଜନତା ପାର୍ଟିର କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ଛତ୍ରପୁର ମଣ୍ଡଳ ସଭାପତି ସଂଜିତ କୁମାର ରାଉଳ, ରୁଇନା ପଟ୍ଟାନୟକ, ରାଜେନ୍ଦ୍ର ପଲାଇ, ବସନ୍ତ କୁମାର ବେହେରା, ଯୁବନେତା ଏନ.ଦୀନ ବନ୍ଧୁ, କେ. ରଘୁନାଥ ରେଡ୍ଡି, ବି.ଶଙ୍କର ରେଡ୍ଡୀ, ପୋଡାପଦର ସରପଞ୍ଚ ସଜାତା ଦାସ, ବଚନ ଦାସ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି.ପାପା ରାଓ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ୯ନଂ ୱାର୍ଡ କାଉନସିଲର ପ୍ରିତୀଛନ୍ଦା ସାମଲ, ସନମୁଖ ପଟ୍ଟନାୟକ, ଛତ୍ରପୁର ଏନଏସିର ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ଯୁବ ସମାଜସେବୀ ସୁଧୀର କୁମାର ପଟ୍ଟନାୟକ , ଛତ୍ରପୁର ଓକିଲ ସଂଘର ସମ୍ପାଦକ ଏଲ. ଗୋପାଲ ରାଓ, ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟର ଉପଦେଷ୍ଟା ବିଜୟ କୃଷ୍ଣ ପଟ୍ଟନାୟକ, ସରକାରୀ ଓକିଲ ମନୋଜ କୁମାର ପାଢୀ, ଭୈରବୀ କୁମାର ପଟ୍ଟନାୟକ ଓ ଡମିନାଥ ସାହୁ, କ୍ୟାଡେଡ ଏପିପି ରାଜେଶ କୁମାର ମିଶ୍ର, ଆଇନଜିବୀ ବ୍ରଜ ମୋଜନ ଆଚାର୍ଯ୍ୟ ଓ ପି.ଧର୍ମା ରେଡ୍ଡୀ, ଆନ୍ତର୍ଜାତିକ କ୍ରିଡାବିତ୍ ଭି.ରମେଶ ରାଓ, ସମାଜସେବୀ ଭାଗିରଥୀ ବେହେରା, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ ଓ ପୀତାମ୍ବର ପଣ୍ଡା, ମହେଶ ଗୈାଡ, ସୁଧୀର କୁମାର ସାହୁ, ଅଟଳ ବିହରୀ ପଟ୍ଟନାୟକ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ମ୍ୟାନଜର ସନ୍ତୋଷ କୁମାର ପଣ୍ଡା, ହେଲପ ଡେସ୍କ ମ୍ୟାନଜର ଜିତେନ୍ଦ୍ର ମହାପାତ୍ର, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ , ଶିଶିର ପାଣିଗ୍ରାହୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ କୁମାର ସେଠୀ, ମିଳିତ ଶିକ୍ଷକ ସଂଘର ସଭାପତି ରବି ନାରାୟଣ ବେହେରାଙ୍କ ସମେତ ବହୁ ରାଜନୈତିକ ଦଳର ନେତା ଓ କର୍ମୀ ମାନେ ଯୋଗଦେଇ ସ୍ୱର୍ଗତ ପାଢୀଙ୍କ ସ୍ମୃତି ଚାରଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ