ଏଚଡିବି ଫାଇନାନ୍ସିଆଲସର୍ଭିସେସଲିମିଟେଡ ପକ୍ଷରୁ ଆଇପିଓ ପାଇଁସେବି ନିକଟରେଡିଆରଏଚପି ଦାଖଲ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଏଚଡିଏଫସିବ୍ୟାଙ୍କ ପକ୍ଷରୁ ପ୍ରତିଷ୍ଠାକରାଯାଇଥିବାଏଚଡିବି ଫାଇନାନ୍ସିଆଲସର୍ଭିସେସଲିମିଟେଡ ପକ୍ଷରୁଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ପାଇଁଭାରତୀୟ ପ୍ରତିଭୂତି ଓ ବିନିମୟବୋର୍ଡ (ସେବି) ନିକଟରେଡ୍ରାଫଟରେଡହେରିଂପ୍ରୋସପେକ୍ଟସ (ଡିଆରଏଚପି) ଦାଖଲକରାଯାଇଛି ।ଏଚଡିଏଫସି ଫାଇନାନ୍ସିଆଲସର୍ଭିସେସଲିମିଟେଡରବିଭିନ୍ନ ପ୍ରକାରଗ୍ରାହକଙ୍କବିବିଧ ଆବଶ୍ୟକତାକୁଏହାରବିତରଣନେଟୱର୍କଜରିଆରେ ପୂରଣକରିବାଲାଗିଭିନ୍ନ ପ୍ରକାରର ଋଣ ଉତ୍ପାଦ ରହିଛି ।ଏଂଟରପ୍ରାଇଜ ଋଣ, ସଂପତି ଫାଇନାନ୍ସ ଓ କଂଜ୍ୟୁମର ଫାଇନାନ୍ସଭଳିତିନିଟିବ୍ୟବସାୟବର୍ଗରେ ଋଣ ପ୍ରଦାନ କରାଯାଉଛି ।ଏହାହେଉଛିଭାରତର ଅନ୍ୟତମସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳଗ୍ରାହକ ଫ୍ରାଂଚାଇଜିଏବଂ ୨୦୨୪ ସେପ୍େଟମ୍ବର ୩୦ ସୁଦ୍ଧାଏହା ୧୭.୫ ନିୟୁତଗ୍ରାହକଙ୍କୁସେବା ପ୍ରଦାନ କରିଛି । ୨୦୨୨ ମାର୍ଚ୍ଚ ୩୧ରୁ ୨୦୨୪ ସେପ୍େଟମ୍ବର ୩୦ ମଧ୍ୟରେଏହାବାର୍ଷିକ ୨୮.୨୨ ପ୍ରତିଶତହାରରେ ଆଗକୁବଢ଼ିଛି ।ଏହାବିଶେଷକରି ଋଣ ଅନଗ୍ରସର ଅଂଚଳରେ ନିମ୍ନ ଓ ମଧ୍ୟମବର୍ଗର ପରିବାରକୁସେବା ପ୍ରଦାନ କରୁଛି ।କଂପାନିଏହି ଅଫରରେ ୨୫୦୦ କୋଟିଟଙ୍କା ପର୍ଯ୍ୟନ୍ତର ନୂଆଇକ୍ୱିଟିସେୟାରଜାରିକରିବଏବଂ ଅଫର ଫରସେଲରେଏଚଡିଏଫସିବ୍ୟାଙ୍କଲିମିଟେଡ ପକ୍ଷରୁ ୧୦,୦୦୦ କୋଟିଟଙ୍କା ପର୍ଯ୍ୟନ୍ତରଇକ୍ୱିଟିସେୟାରବିକ୍ରିକରାଯିବ । ଏହି ଅଫରରେଯୋଗ୍ୟକର୍ମଚାରୀମାନଙ୍କଲାଗିଇକ୍ୱିଟିସେୟାରସଂରକ୍ଷିତରଖାଯିବ । ପ୍ରାକ-ଆଇପିଓପ୍ଲେସମେଂଟର ମଧ୍ୟ ବ୍ୟବସ୍ଥାରହିଛି ।ବିଆରଏମଏଲଙ୍କସହକଥାବାର୍ତାକରିଏହାଉପସ୍ଥାପନ କରାଯିବ ।ସେଥିରୁଯେଉଁ ପାଣ୍ଠିସଂଗୃହୀତହେବସେହି ଅନୁସାରେମୂଳଇସ୍ୟୁ ପରିମାଣହ୍ରାସ ପାଇବ ।ଏହିଇସ୍ୟୁରୁଯେଉଁ ପାଣ୍ଠିସଂଗ୍ରହହେବତାହାକୁକମ୍ପାନି ପକ୍ଷରୁ ଋଣ, ବ୍ୟବସାୟ ଅଭିବୃଦ୍ଧିଲାଗି ଆବଶ୍ୟକ ପାଣ୍ଠି ପାଇଁଏହାର ଟାୟାର-୧ ପୁଞ୍ଜି ଆଧାରକୁସୁଦୃଢ଼କରିବାରେବ୍ୟବହାରକରାଯିବ ।ଏହିଇସ୍ୟୁରବୁକରନିଂଲିଡମ୍ୟାନେଜରମାନେ ହେଉଛନ୍ତିଜେଏମ ଫାଇନାନ୍ସିଆଲଲିମିଟେଡ, ବିଏନପି ପରିବାସ , ବିଓଏଫଏସିକ୍ୟୁରିଟିଜଇଣ୍ଡିଆଲିମିଟେଡ, ଗୋଲଡମ୍ୟାନ ସକ୍ସ (ଇଣ୍ଡିଆ) ସିକ୍ୟୁରିଟିଜ ପ୍ରାଇଭେଟଲିମିଟେଡ, ଏଚଏସବିସିସିକ୍ୟୁରିଟିଜ ଆଣ୍ଡକ୍ୟାପିଟାଳମାର୍କେଟସ (ଇଣ୍ଡିଆ) ପ୍ରାଇଭେଟଲିମିଟେଡ, ଆଇଆଇଏଫଏଲସକ୍ୟୁରିଟିଜଲିମିଟେଡ, ଜେଫେରିଜଇଣ୍ଡିଆ ପ୍ରାଇଭେଟଲିମିଟେଡ, ମୋର୍ଗାନ ଷ୍ଟାନଲିଇଣ୍ଡିଆକଂପାନି ପ୍ରାଇଭେଟଲିମିଟେଡ, ମୋତିଲାଲଓସ୍ୱାଲଇନଭେଷ୍ଟମେଂଟ ଆଡଭାଇଜର୍ସଲିମିଟେଡ, ନୁମୋରା ଫାଇନାନ୍ସିଆଲ ଆଡଭାଇରି ଆଣ୍ଡସିକ୍ୟୁରିଟିଜଇଣ୍ଡିଆଲିମିଟେଡ, ନୁଭାମାୱେଲଥ ମ୍ୟାନେଜମେଂଟଲିମିଟେଡ ଓ ୟୁବିଏସସିକ୍ୟୁରିଟିଜଇଣ୍ଡିଆ ପ୍ରାଇଭେଟ୍‌ଲିମିଟେଡ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ