ଏଠାରେ ମିଳୁନି ଆନ୍ଦ୍ରକୁ ଚାଲାଣ ହେଉଛି ବାଲି

ବାଲେଶ୍ୱର, (ସରୋଜ ପଣ୍ଡା) : ପ୍ରଶାସନର ଖାମ ଖିଆଲ ନୀତି ଯୋଗୁଁ ଓଡ଼ିଶାରୁ ହଜାର ହଜାର ଟ୍ରକ ବାଲି ଆନ୍ଧ୍ରକୁ ଚାଲାଣ କରାଯାଉଥିବା ଅଭିଯୋଗ କରିଛନ୍ତି ଅଂଚଳ ବାସି । ବର୍ତ୍ତମାନ ସାଧାରଣ ଲୋକଙ୍କୁ ଗୋଟିଏ ଘର କରିବା ପାଇଁ ବହୁତ କଷ୍ଟ ହୋଇ ପଡ଼ିଲାଣି କାରଣ ବାଲିର ଦର ଆକାଶ ଛୁଆଁ ହୋଇପଡିଛି ଅଂଚଳରେ । ଗତ ମାସରେ ବାଲି ଟ୍ରକ ଛ ହଜାରେ ମିଳୁଥିବା ବେଳେ ଚଳିତ ମାସରେ ସେହି ଟ୍ରକକୁ ନହଜାର ଟଙ୍କା ନେଉଛନ୍ତି ବାଲି ଵେବସାଇ । ବାଲି ମାଫିଆ ମାନେ ଅଧିକ ଟଙ୍କା ରୋଜଗାରପାଇଁ ଆନ୍ଧ୍ରକୁ ହଜାର ହଜାର ଟ୍ରକ ପ୍ରତିଦିନ ଚାଲାଣ କରୁଥିବା ପ୍ରକାଶ କରିଛନ୍ତି ଅଂଚଳ ବାସିନ୍ଧାମାନେ । ପ୍ରଶାସନ ଏଠି ପ୍ରତି ଦୃଷ୍ଟି ଦେବା ସହଏପରି ବାଲି ଚାଲାଣ କରୁଥିବା ଵେବସାଇଙ୍କୁ ଧରିବା ସହ ଜରିମାନା ଆଦାୟ ପାଇଁ ନିବେଦନ କରିଛନ୍ତି ଅଂଚଳ ବାସି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ