ଏନଆରଇଜିଏସ ପାଇଁ ମୋବାଇଲ ପ୍ରଶିକ୍ଷଣ ଶିବିର

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ସଭାଗୃହ ମଧ୍ୟରେ ଏନଆରଇଜିଏସ ସହକାରୀ ଅଧିକାରୀ ଅଶୋକ ରାଉତଙ୍କ ସଂଯୋଜନାରେ ମୋବାଇଲ ଅନଲାଇନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୋଜନା ମାଧ୍ୟମରେ କେଉଁଭଳି ଶିବିର କାର୍ଯ୍ୟ ହେବ ଓ ଏଥିରେ ସ୍ୱଚ୍ଛତା ଅଣାଯାଇପାରିବ ସେନେଇ ବିଡିଓ ଦେବଦତ୍ତ ଦାସ ପ୍ରଶିକ୍ଷଣ ଶିବିରରେ ସୂଚନା ଦେଇଥିଲେ । ବିଶେଷକରି ମୋବାଇଲ ଦ୍ୱାରା ଅନଲାଇନ ମାଧ୍ୟମରେ ଏନଆରଇଜିଏସ କାର୍ଯ୍ୟର ସଫଳତା ମିଳିପାରିବ ବୋଲି ବିଡିଓ ମତଦେଇଥିଲେ । ପ୍ରଶିକ୍ଷଣ ଶିବିରରେ ବ୍ଲକ ଅଧିନ ୨୩ଗୋଟି ପଞ୍ଚାୟତର ଜିଆରଏସ ଓ ଗ୍ରାମସାଥି ମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ