ଏମକେସିଜିରେ ଖୋଲିବ ବର୍ଣ୍ଣ ୟୁନିଟ୍‌

ଭୁବନେଶ୍ବର : ଗଞ୍ଜାମ ବସ୍‌ ଟ୍ରାଜେଡିରେ ୧୦ଜଣଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗ ଚେତିଛି । ବ୍ରହ୍ମପୁର ବଡ଼ ମେଡିକାଲରେ ବର୍ଣ୍ଣ ୟୁନିଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ଣ୍ଣ ୟୁନିଟ ଖୋଲିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଏନେଇ ବ୍ୟବସ୍ଥା କରାଯିବ କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ । ବ୍ରହ୍ମପୁରରେ ବର୍ଣ୍ଣ ୟୁନିଟ୍‌ ନଥିବାରୁ କାଲି ଗୁରୁତରଙ୍କୁ କଟକ ପଠାଯାଇଥିଲା । ବସ୍‌ ଟ୍ରାଜେଡିରେ ଗୁରୁତର ୭ ଜଣ କଟକରେ ଚିକିତ୍ସାଧୀନ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ