ଏଲ ଭି ପ୍ରସାଦ ଦୃଷ୍ଟି ହସ୍ପିଟାଲ ଅର୍ଜୁନ ୱାଣେ ଚକ୍ଷୁକେନ୍ଦ୍ରର ୪ର୍ଥ ପ୍ରତିଷ୍ଠା ଦିବସ

ବ୍ରହ୍ମପୁର : ସାବିତ୍ରୀ ୱାଣେ ଚାରିଟେବୁଲ ଫାଉଣ୍ଡେସନ ସହାୟତାରେ ଗତ ୪ ବର୍ଷ ପୂର୍ବେ ଅ ।ମ୍ବପୁଅ । ଠାରେ ପ୍ରତିଷ୍ଠା ହେ ।ଇଥିବା ଏଲଭି ପ୍ରସାଦ ଦୃଷ୍ଟି ହସ୍ପିଟାଲ ଅର୍ଜୁନ ୱାଣେ ଚକ୍ଷୁକେନ୍ଦ୍ରର ଚତୁର୍ଥ ପ୍ରତିଷ୍ଠା ଦିବସ ୧୩ ତାରିଖରେ ହସ୍ପିଟାଲ ପରିସରରେ ମହାସମାରେ ।ହରେ ପାଳିତ ହେ ।ଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ  ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଯେ।ଗଦେଇ ଗଞ୍ଜାମ ଜିଲାରେ ଦୁଇ ଦୁଇଟି ବେସରକାରୀ ସ୍ୱେଚ୍ଛାସେବୀ ଚକ୍ଷୁ ଚିକିତ୍ସାକେନ୍ଦ୍ର ପ୍ରତିଷ୍ଠା ହେ।ଇ ଜିଲାର ଲକ୍ଷାଧିକ ଚକ୍ଷୁ ରେ।ଗୀଙ୍କ ଚିକିତ୍ସା କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିପାରିଛନ୍ତି ବେ।ଲି କହିବା ସହ ଏହି କେନ୍ଦ୍ରର ଉତ୍ତରେ।ତ୍ତର ଉନ୍ନତି କାମନା କରିଥିଲେ ।
ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ ଯେ।ଗଦେଇ ୨୦୧୫ ମସିହାରୁ ପ୍ରତିଷ୍ଠିତ ଏହି ହସ୍ପିଟାଲ ୪ ବର୍ଷ ଭିତରେ ୬୭,୬୭୭ ଅ।ଉଟ ଡେ ।ର ରେ।ଗୀଙ୍କ ଚକ୍ଷୁ ପରୀକ୍ଷା କରିବା ସହ ୫୨୯୫ ଜଣଙ୍କ ମାଗଣା ଚକ୍ଷୁ ଅସ୍ତ୍ରେ।ପଚାର କରାଯାଇଛି । ଅତ୍ୟାଧୁନିକ ଯନ୍ତ୍ରପାତି ଓ ଅଭିଜ୍ଞ ଡ଼ାକ୍ତରମାନଙ୍କ ଦ୍ୱାରା ଏହି କାର୍ଯ୍ୟ କରାଯାଉଥିବାରୁ ଏହି ଅନୁଷ୍ଠାନ ବହୁ ସୁନାମ ଅର୍ଜନ କରିପାରିଛି ବେ।ଲି କହି ଏହା ବ୍ୟତୀତ ଏହି ଅଞ୍ଚଳର ୧୩୨ଟି ଗ୍ରାମର ଚକ୍ଷୁ ରେ।ଗୀମାନଙ୍କୁ ଚିକିତ୍ସା ସେବା ଦେବାରେ ବେଶ ସହାୟକ ହେ।ଇପାରିଛି । ତେଣୁ ଏହି ହସ୍ପିଟାଲରୁ ଚିକିତ୍ସା ସୁଯେ।ଗ ପାଇବା ପାଇଁ ଶ୍ରୀ ରଥ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼ା. ବର୍ଷା ରାଠୀ, ଭିଏସ ରେ।ଜି ପ୍ରସାଦ, ଚକ୍ଷୁ ପରାମର୍ଶଦାତା ଡ଼ା. ରଶ୍ମିରଞ୍ଜନ, ବିଜୟୱାଡ଼ାରୁ ଅ ।ସିଥିବା ସ୍ୱନାମଧନ୍ୟ ଚକ୍ଷୁ ଚିକିତ୍ସକ ଅରବିନ୍ଦ ରାୟ, ଏଲଭିପିଅ।ଇଏର ଭୁବନେଶ୍ୱର ବରିଷ୍ଠ ଚକ୍ଷୁ ଚିକିତ୍ସକ ଡ଼ା. ସୁଜାତା ଦାଶ, ମ୍ୟାନେଜର ପ୍ରୋଗ୍ରାମ ଇମ୍ପେକ୍ଟ ମିଶନ ଫର ଭିଜନର ଅମିତ ମଣ୍ଡଳ, ଡ଼ା. ରାଘବେନ୍ଦ୍ର ରାଓ ପ୍ରମୁଖ କାଯର୍‌ୟକ୍ରମରେ ଯେ ।ଗଦେଇ ଉଦବେ।ଧନ ଦେଇଥିଲେ । ଭୁବନେଶ୍ୱରରୁ ଅ।ସିଥିବା ପ୍ରଶାସନିକ ଅଧିକାରୀ ରାମାନନ୍ଦ ମିଶ୍ର ପ୍ରଥମେ ସ୍ୱାଗତ ଭାଷଣ ଦେଇ ହସ୍ପିଟାଲ ସମ୍ପର୍କରେ ଅ ।ଲେ ।କପାତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଅ।ଲେ।କ କୁମାର ସ୍ୱାଇଁ କାଯର୍‌ୟକ୍ରମ ପରିଚାଳନାରେ ସହଯେ ।ଗ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହେ।ଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ