ଓଏସ୍ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର

ଓଡିଶା ପ୍ରଶାସନିକ ସେବା ସ୍ତରରେ ଶୁକ୍ରବାର ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ନିର୍ବାଚନ ପରେ ଏଭଳି ନିଷ୍ପତି ନେଇଛନ୍ତି । ଅଶୋକ ନାୟକ ଙ୍କୁ ସ୍ୱାସ୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଦାଇତ୍ୱ ମିଳିଥିବାବେଳେ ଶରତ ଚନ୍ଦ୍ର ମିଶ୍ର ଙ୍କୁ ଦାଇତ୍ୱ ମିଳିଛି ଚକ୍ରବନ୍ଦୀ କମିସନର ହୋଇଛନ୍ତି । ସେହି ପରି ଅଶ୍ୱନୀ କୁମାର ମିଶ୍ର ଉଚ୍ଚଶିକ୍ଷା ନିର୍ଦେଶକ ଭାବେ ବଦଳି ହୋଇଥିବା ବେଳେ ମଧୂସୁଦନ ମିଶ୍ର ମାର୍କଫେଡ୍ ଏମ୍ଡି ଦାଇତ୍ୱ ମିଳିଥିବାବେଳେ ରାଜେନ୍ଦ୍ର ପଟ୍ଟନାୟକଙ୍କୁ ଜଳ ସଂମ୍ପଦ ବିଭାଗର ଅତିରିକ୍ତ ସଚିବ ଓ ଅବନ୍ତୀକାନ୍ତ ପଟ୍ଟନାୟକ ବିଏମ୍ସି ଯୁଗ୍ମ କମିସନର ଭାବେ ବଦଳି ହୋଇଛନ୍ତିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ