ଓକିଲ ସଂଘ ନିର୍ବାଚନ; ପ୍ରାଣକୃଷ୍ଣ ସଭାପତି

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଓକିଲସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ପ୍ରାଣକୃଷ୍ଣ ଦଳବେହେରା, ଉପସଭାପତି ଭାବେ ପ୍ରଫୁଲ୍ଲ କୁମାର ଦାସ, ସଂପାଦକ ଭାବେ ପ୍ରଦୀପ କୁମାର ଦାସ, ଯୁଗ୍ମ ସଂପାଦକ ଭାବେ ବିକ୍ରମ କୁମାର ଛୁଆଳସିଂହ, କୋଷାଧ୍ୟକ୍ଷ ଭାବେ ପ୍ରଦୀପ୍ତ ପ୍ରସାଦ ରାମ ପ୍ରମୁଖ ନିର୍ବାଚିତ ହେଇଛନ୍ତି । ସେହିପରି ବରିଷ୍ଠ କାର୍ଯକାରୀ ସଦସ୍ୟ ଭାବେ ଶେଖ ଜୁଲଫିକର ଅଲ୍ଲୀ, ମାନସ କୁମାର ପାଟ୍ଟଶାଣୀ, ଅଶୋକ କୁମାର ପଟ୍ଟନାୟକ, ଶରତ ମହାପାତ୍ର, ସୁବାସ ଆଚାର୍ଯ୍ୟ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ