ଜାମ୍ମୁକାଶ୍ମୀର ଅନନ୍ତ ନଗରରେ କାର୍ଯ୍ୟରତ ଓଡିଆ ଯବାନ ଅଜିତ ସାହୁ ଏନକାଉଣ୍ଟରରେ ସହିଦ ହୋଇଛନ୍ତି । ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଅନ୍ତର୍ଗତ ବଡ ସୁଆଳ ଗାଁ ରେ । ଆତଙ୍କବାଦୀ ଓ ସୁରକ୍ଷା କର୍ମୀ ଙ୍କ ଗୁଳି ବିନିମୟ ସମୟରେ ସହିଦ ହୋଇଥିବା ଆର୍ମି କ୍ୟାମ୍ପ ରୁ ଫୋନ କରି ତାଙ୍କ ପରିବାରକୁ ଜଣାଇଦିଆଯାଇଛି ।