ଓଡିଶାରେ ବିଜେପି ଠାରୁ ବିଜେଡି ଆଗୁଆ
ଆଜି ସାରା ଦେଶରେ ଚାଲିଛି ଭୋଟ ଗଣତି । ଗୋଟିଏ ପଟେ ବିଜେପି କେନ୍ଦ୍ରରେସରକାର ଗଢିବାକୁ ପ୍ରସ୍ତୁତ ହେଉଥିବା ବେଳେ ଓଡିଶାରେ ବିଜେପି ମ୍ୟାଜିକ ନଂ ଠାରୁ ବହୁ ପଛରେ ରହିଛି । ମିଳିଥିବା ସୁଚନା ଅନୁଯାୟୀ ୯୪ ଆସନ ମଧ୍ୟରୁ ବିଜେପି ୨୯ ଟି ରେ ଆଗୁଆ ଥିବା ବେଳେ କଂଗ୍ରେସ ୧୨ ଟିରେ ଆଗୁଆ ରହିଛି ।ସରକ୍ାର ଗଢିବା ପାଇର୍ ମ୍ୟାଜିକ ନମ୍ଭର ୭୪ ଦରକାର । ରାଜ୍ୟରେବିଜେପି ଠାରୁ ବିଜେଡି ବହୁ ଆଗରେ ରହିଛି ।