ଓଡିଶାର ଜିଏସ୍‌ଟି ଆୟରେ ୧୧ ପ୍ରତିଶତର ଅଭିବୃଦ୍ଧି

ଭୁବନେଶ୍ବର : ଓଡିଶାର ଜିଏସ୍‌ଟି ଆୟରେ ଅଭିବୃଦ୍ଧି ଘଟିଛି । ମଙ୍ଗଳବାର ଓଡିଶା ଅର୍ଥବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଏସ୍‌ଟି ଆୟରେ ୧୧ ପ୍ରତିଶତର ଅଭିବୃଦ୍ଧି ଘଟିଛି । ଏପ୍ରିଲ୍‌ ୨୦୧୯ରୁ ଫେବୃୟାରୀ ୨୦୨୦ ମଧ୍ୟରେ ଏହି ଅର୍ଥ ଆଦାୟ କରାଯାଇଥିବା ଜଣାପଡିଛି । ପୂର୍ବବର୍ଷର ଜିଏସ୍‌ଟି ଆୟ ୨୪୩୨୫.୭୯ କୋଟି ଟଙ୍କା ରହିଥିବା ବେଳେ ଚଳିତ ବର୍ଷର ଆୟ ୨୭୦୪୪.୭୯ କୋଟି ଟଙ୍କା ରହିଛି । ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ଜିଏସ୍‌ଟି ଆୟରେ ୧୧.୧୮ ପ୍ରତିଶତର ଅଭିବୃଦ୍ଧି ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ