ଓଡିଶା ଆସୁଛନ୍ତି ଶାହା
ବିଜେପି ରାଷ୍ଟ୍ିୟ ଅଧ୍ୟକ୍ଷ ଅମିତ ଶାହା ଆଜି ତଥା ଶୁକ୍ରବାର ଦିନ ଓଡିଶା ଗସ୍ତରେ ଆସୁଛନ୍ତିି । ଦ୍ୱୀତିୟ ପର୍ଯ୍ୟାୟୂ ନିର୍ବାଚନ ଅପ୍ଲେ ୧୮ ତାରିଖରେ ହେବାକୁ ଥିବା ବେଳେ ସେ ବାରମ୍ଭାର ଓଡିଶା ଆସି ବିଜେପିର ପ୍ରଚାର ଅଭିଯାନ ଜାରୀରଖିଛନ୍ତି । ଅପ୍ରେଲ ୧୨ ତଥା ଶୁକ୍ରବାର ଆଜି କେନ୍ଦୁଝର ମେଡିକାଲ ପଡିଆରେ ହେବାକୁ ଥିବା ବିଜେପିର ବିଜୟ ସଂକଳ୍ପ ଅଭିଯାନରେ ଶାହା ସାମିଲ ହୋଇ କର୍ମୀ ଓ ନେତା ଓ ଭୋଟର ମାନଙ୍କୁ ଉଦବୋଧନ ଦେବେ ।