‘ଓଡିଶା ମୋ ପରିବାର ‘ତରଫରୁ ପଥାଚାରୀଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ଓଡିଶା ମୋ ପରିବାର ଅନୁଲୁଲ୍ୟରେ ଏହାର ଆବାହକ ଅରୁପ ପଟ୍ଟନାୟକ ସାରସକଣା ନିର୍ବାଚନ ମଣ୍ଡଳୀର ବମ୍ବେ ଛକ ଠାରେ ପ୍ରବାସୀ ପଥଚାରୀ ସହାୟ କେନ୍ଦ୍ରରେ ପହଂଚି ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରିଛୋନ୍ତି।ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ରାଜସ୍ୱ ଓ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ ସମେତ ବିଜେଡି ମୟୁରଭଞ୍ଜ ସଦର ସଭାପତି ଶ୍ରୀଯୁକ୍ତ କାଶୀନାଥହେମ୍ବ୍ରମ, ରାଜ୍ୟସଭା ସାଂସଦ ମମତା ମହାନ୍ତ,କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୁର୍ବତନ ବିଧାୟକ ମୁକ୍ତିକାନ୍ତମଣ୍ଡଳ ପୁର୍ବତନ ଉପବାଚସ୍ପତି ଶ୍ରୀ ସାନନ୍ଦମାରାଣ୍ଡି, ପୁର୍ବତନ ବିଧାୟକ ଭାଦବହାଁସଦା,ଅଜେନ ମୁର୍ମୁ ,ଡ଼ଃ ଦେବାଶିଷ ମାର୍ଣ୍ଡି,ଅମରେନ୍ଦ୍ରକର, ଦୁର୍ଗାମୁର୍ମୁ, ରତିକାନ୍ତପରୀକ୍ଷା,ବିଶ୍ୱଜିତମହାନ୍ତି, ଚିନ୍ମୟସାହୁ,ପ୍ରଭାକରପରିଡା, ସ୍ନେହାଶିଷହୋତା, ଟୁଟୁ ବସା, ନିଲୁ ମଣ୍ଡଳ, ରାଇରଙ୍ଗପୁର ର ଯୁବନେତା ଗଣେଶ ମିଶ୍ର, ତୁଶୀଲ ମୁର୍ମୁ, ଦୀପକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ