ଓଡିଶା ରସଗୋଲାକୁ ମିଳିଲା ଜିଆଇ ମାନ୍ୟତା

ଭୁବନେଶ୍ୱର, ଯୁଗାବ୍ଦ ନ୍ୟୁଜ) : – ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ନେଇ ଖୁସିବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ସାରା ବିଶ୍ୱରେ ଥିବା ଓଡିଆଙ୍କ ପାଇଁ ସବୁଠୁ ମିଠା ଖବର ହୋଇଥିବାବେଳେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭୋଗ ହେଉଥିବା ଓଡିଶାର ରସଗୋଲା ପ୍ରାଚୀନ ଓଡିଆ ସଂସ୍କୃତି ଏବଂ ଭୋଜନର ଏକ ଅଶଂବିଶେଷ । ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ଓଡିଆଙ୍କ ପାଇଁ ଖୁସିର ଦିନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ