ଓରାଳିରେ ସ୍ବେଛାକୃତ ରକ୍ତଦାନ ଶିବିର

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଓରାଳି ର ସୂର୍ଯ୍ୟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚ ସେଣ୍ଟର ପରିସରରେ ଅଲ ଇଣ୍ଡିଆ ହେଲଥ ଏଣ୍ଡ ଏଜୁକେସନାଲ ଟ୍ରଷ୍ଟ ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଦିନ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା। ରେ ଭଦ୍ରକ ରକ୍ତଭଣ୍ଡାରର ଡାକ୍ତର ବାସନ୍ତିଲତା ରାଉତ ଓ କର୍ମଚାରୀ ମାନେ ଯୋଗଦେଇ ରକ୍ତ ସଂଗୃହୀତ କରିଥିଲେ। ରାମକୃଷ୍ଣ ପରିଡା, ସୌଭାଗ୍ୟ ମହାନ୍ତି, କ୍ୟାପଟେନ ଜେନା, ଟିକୁଲୁ ଜେନା, ଶଶାଙ୍କ ରାଉତ, ପଦ୍ମଲୋଚନ ଜେନା, ସତ୍ୟବ୍ରତ ଜେନା, ଅବିନାଶ ପ୍ରଧାନ, ଚନ୍ଦ୍ରକାନ୍ତ ରାଉତ, ରକି ସାହଜି, ସାକୀ ସାହଜି, ସୁନିତ ସାହୁ, ଭାଗିରଥି ନାୟକ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ