ଓଷାରେ ଖାଇପାରିବେ ୬ଟି ଜିନିଷ

(ଯୁଗାଦ୍ଦ ନ୍ୟୁଜ) , ଓଡ଼ିଆମାନଙ୍କର ବାର ମାସରେ ତେର ଓଷା । ପୂଜା ବ୍ରତରେ ବିଶ୍ୱାସ ଥିବା ଲୋକମାନେ ଆରାଧନା କରନ୍ତି । ଓଷାରେ କିଛି ଲୋକ ଉପବାସ କରନ୍ତି । ଉପବାସ କରୁଥିବା ସମୟରେ ସେମାନେ କିଛି ଖାଆନ୍ତିନି । କିଛି ଖାଇଲେ କାଳେ ପୂଜାରେ ବାଧା ଆସିବ ଭାବି ସେମାନେ କାଷ୍ଠା ଉପବାସ କରନ୍ତି । କିନ୍ତୁ ଶାସ୍ତ୍ରବିତ୍ଙ୍କ କହିବାନୁସାରେ ଏମିତି ୬ଟି ଜିନିଷ ଅଛି ଯାହାକୁ ଯେକୌଣସି ଓଷାରେ ଖାଇଲେ କିଛି ଅମଙ୍ଗଳ ହେବ ନାହିଁ । ସେଗୁଡ଼ିକ ହେଉଛି ଆଖୁ, ପାଣି, କ୍ଷୀର, ପାନ, ଫଳ ଓ ଔଷଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ