ଓସ୍ତପୁର ପଂଚାୟତରେ ସରକାରୀ ସଂରକ୍ଷୀତ ଜମି ଉପରେ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ଅଭିଯୋଗ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମପଂଚାୟତ ପକ୍ଷରୁ ଉନ୍ନତ ଯୋଜନା ଯୋଗ୍ୟ ସରକାରୀ ସଂରକ୍ଷିତ ଜମି ଉପରେ ମାର୍କେଟ କମ୍ପ୍ଲାକ୍ସ ଗୃହ ଗ୍ରାମବାସୀଙ୍କ ବିରୋଧ ସତ୍ୱେ ନିର୍ମାଣ କରାଯାଉଥିବା ଶନିବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ସଂପୃକ୍ତ ୱାର୍ଡସଭ୍ୟା ଓ ଗ୍ରାମବାସୀମାନେ ଅଭିଯୋଗ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଓସ୍ତପୁର ପଂଚାୟତ ପକ୍ଷରୁ ସାରଙ୍ଗ ମୈାଜାର ଖାତା ନମ୍ବର ୨୯୪ ଓ ପ୍ଲଟ ନମ୍ବର ୨୬୮ ଉପରେ ମାର୍କେଟ କମ୍ପେ୍ଲକ୍ସ ନାମରେ ଏକ ଗୃହ ନିର୍ମାଣ ହେବା ପାଇଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ