ଓୟୁଏଟିର ନୂତନ କୁଳପତି ହେଲେ ପବନ କୁମାର ଅଗ୍ରୱାଲ

ଓଡିଶା ର ସୁପ୍ରସିଦ୍ଧ କୃଷି ବୈଷୟିକ ବିଦ୍ୟାଳୟ ର ନୂଆ କୁଳପତି ଭାବେ ଆଇସିଏଆର ପରିଚାଳିତ ଜାତୀୟ କୃଷି ବିଜ୍ଞାନ ପାଣ୍ଠିର ଅତିରିକ୍ତ ମହାନିର୍ଦେଶକ ପବନ କୁମାର ଅଗ୍ରୱାଲ ( ଓୟୁଏଟିର )ନୂତନ କୁଳପତି ଭାବେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ଦେଇଛନ୍ତି । ବିଶ୍ୱ ବିଦ୍ୟାଳୟର କୁଳାପତି ପଦବି ମାର୍ଚ୍ଚ ମାସରୁ ଖାଲି ପଡିଥିଲା ପୂର୍ବତନ କୁଳପତି ସୁରେନ୍ଦ୍ର ନାଥ ପଶୁପାଳଙ୍କ ବିରୋଦ୍ଧରେ ଆସିଥିବା ଅଭିଯୋଗ ଅର୍ଥହେରଫେର ଓ ବ୍ୟକ୍ତଗତ ଫାଇଦା ପାଇଁ ତାଙ୍କୁ ତାଙ୍କ ପଦବୀ ହରାଇବାକୁ ପଡିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ କୁଳପତି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ