କଂଗ୍ରେସର ପାର୍ଥୀ ତାଲିକା ଘୋଷଣା, ବେଗୁନିଆରୁ ଲଢିବେ ପୃଥବଲ୍ଲଭ
୨ଟି ଲୋକସଭା ଓ ୯ ବିଧାନସଭା ଏବଂ ୯ ବିଧାନସଭା ଆସନ ପାଇଁ ଟିକଟ ଘୋଷଣା କରିଛି କଂଗ୍ରେସ। ତେବେ ତେବେ ଯାଜପୁରରୁ ମାନସ ଜେନା ସାଂସଦ ପ୍ରାର୍ଥୀ ଭାବେ ଘୋଷଣା ହୋଇଥିବା ବେଳେ କଟକରୁ ପଞ୍ଚନନ କାନୁନଗୋଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିପରି ୯ ବିଧାନସଭା ଆସନ ପାଇଁ
କଂଗ୍ରେସର ବିଧାନସଭା ପ୍ରାର୍ଥୀ :
ବଡମ୍ବା- ବବି ମହାନ୍ତି
ପାରାଦୀପ- ଅରିନ୍ଦମ ସର୍ଖେଲ
ପିପିଲି- ଯୁଧିଷ୍ଠିର ସାମନ୍ତରାୟ
ବେଗୁନିଆ- ପୃଥ୍ୱୀବଲ୍ଲଭ ପଟ୍ଟନାୟକ
ବାଲେଶ୍ୱର – ମାନସ ଦାସ ପଟ୍ଟନାୟକ
ଧର୍ମଶାଳା- ସ୍ମୃତିରେଖା ପହି
ଯାଜପୁର- ସନ୍ତୋଷ କୁମାର ନନ୍ଦ
ହିନ୍ଦୋଳ- ତ୍ରିନାଥ ବେହେରା
କାମାକ୍ଷାନଗର- ଭବାନୀ ଶଙ୍କର ମହାପାତ୍ର