କଂଗ୍ରେସ ଓ ବିଜେପିର ପାର୍ଥୀ ତାଲିକାକୁ ଅପେକ୍ଷା
୫୪ ଆସନ ପାଇଁ ବିଜେଡି ପ୍ରଥମ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା କରିବା ପରେ ଏବେ ନଜର ରହିଛି ଦୁଇ ରଷ୍ଟ୍ରିୟ ଦଳ ବିଜେପି ଓ କଂଗେସ ଉପରେ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିବା ପରେ ସମସ୍ତ ରାଜନ÷÷ତିକ ଦଳ ଏବେ ନିର୍ବାଚନ ମୁହାଁ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ସବୁ ନେତାଙ୍କର ଏବେ ହୃତସ୍ପନ୍ଦନ ବଢି ଯାଇଛି । ନେତାଙ୍କମାନଙ୍କର ଗୋଟିଏ ଲକ୍ଷ୍ୟ କିଭଳି ଭାବେ ୨୦୧୯ ସାଧାରଣ ନିର୍ବାଚନ ବୈତରଣୀ ପାର ହବେ । ଏବେ ଅପେକ୍ଷା ବିଜେଡି ଓ କଂଗ୍ରେସର ପାର୍ଥି ତାଲିକାକୁ ।