କଂଗ୍ରେସ ଛାଡିଲେ ଦେବୀ ପ୍ରସନ୍ନ ଚାନ୍ଦ

କଂଗ୍ରେସରୁ ଇସ୍ତଫା ଦେଲେ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ। କଂଗ୍ରେସ ଏବେ ସାଧାରଣ ଲୋକଙ୍କ ଦଳ ହୋଇ ରହିନାହିଁ, ବରଂ ବ୍ୟବସାୟୀଙ୍କ ଦଳ ହୋଇଯାଇଛି ବୋଲି ନିଜ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ଏଥିସହ ଦଳରେ ତାଙ୍କୁ
ପ୍ରସନ୍ନ ୩୦ବର୍ଷ ଧରି କଂଗ୍ରେସର ଜଣେ ଦୃଢ଼ ସଂଗଠକ ଭାବେ ଜିଲାରେ ବେଶ ପରିଚିତ ଥିଲେ। ଏଥିସହ ସେ ୨୦୦୯ରୁ ୨୦୧୪ ପର‌୍ୟ୍ୟନ୍ତ ଜଳେଶ୍ୱରର ବିଧାୟକ ଭାବେ କାର‌୍ୟ୍ୟ କରିଛନ୍ତି। ଦଳ ଛାଡ଼ିବା ପରେ ସେ ଭାଜପା ଅଥବା ବିଜେଡିରେ ଯୋଗଦେବେ ତାହା ସ୍ପଷ୍ଟ ହୋଇନାହିଁ।
ପ୍ରକାଶଯୋଗ୍ୟ, ପୂର୍ବରୁ ଜଳେଶ୍ୱରର ଟାଣୁଆ ନେତା ଜୟନାରାୟଣ ମହାନ୍ତି କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଇସାରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ