କଟକର ଡାକ୍ତର କେନ୍ଦ୍ରାପଡାରେ ରୋଗୀ ଦେଖିବାରେ ବ୍ୟସ୍ତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) ; କେନ୍ଦ୍ରାପଡା ସହରରେ ଥିବା ଏକ ଘରୋଇ କ୍ଲିନିକ ମାଲିକଙ୍କ ପୁଅ କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସପିଟାଲରେ ଚାକିରି କରୁଛନ୍ତି । ଏହି ଡାକ୍ତର ଜଣକ କେନ୍ଦ୍ରାପଡା ପୈାରାଂଚଳରେ ଏକ କ୍ଲିନିକ କରିଛନ୍ତି । ଯେଉଁଠାରେ ସେ ଦୈନିକ ଶହ ଶହ ରୋଗୀ ଦେଖୁଥିବା ଅଭିଯୋଗ ହୋଇଛି । କରୋନା ମହାମାରୀ ସମୟରେ କଟକରୁ ଆସି ଏଠାରେ ରୋଗୀ ଦେଖିବା ଦ୍ୱାରା କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ଅଭିଯୋଗରେ ଦର୍ଶାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ