କଟକ ସିଡିଏଏକୁ ହରାଇ ବ୍ରହ୍ମପୁରର ଏମୱାଇସି କ୍ଲବ ବିଜୟ

ବ୍ରହ୍ମପୁର,(ଭଗବାନ ପଣ୍ଡା):ଜିଲ୍ଲା ସ୍ତରୀୟ ବାସ୍କେଟ ବଲ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ମଦର ପ୍ଲାବ୍ଲିକ ସ୍କୁଲରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରତିଯୋଗିତାରେରେ ବ୍ରହ୍ମପୁରର ଏମୱାଇସି କ୍ଲବ ସହ ସିଡିଏଏକୁ କଟକ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ ଏମୱାଇସି କ୍ଲବ 25/19ରେ ବିଜୟ ହୋଇଛି, ବ୍ରହ୍ମପୁର ଏମୱାଇସି ତରଫରୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ସୂର୍ୟ ସାଇ ସିଭା ହରି ମହାରଣା, ରାଜ କୁମାର ପ୍ରଧାନ, ଶୁଭମ କୁମାର ଦୋରା, ସିଦ୍ଧେସ ପଣ୍ଡା, ଦିବ୍ୟ ଜିତ ଜେନା, ବିନୋଦ କୁମାର ରାଉତ, ଡମ୍ବରୁଧର ରଇତ, ରଘୁନାଥ ଦଳେଇ, ପୁରେନ୍ଦ୍ର ଗମାଙ୍ଗ ଓ ସମ୍ଭବ ପଟ୍ଟନାୟକଙ୍କ ସହ କୋଚ ଶ୍ରୀମନ ନାୟକ ଯୋଗଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ