କଣାସ ବିଜେପିର ସାଂଗଠନିକ ବୈଠକ ଅନୁଷ୍ଠିତ

କଣାସ, (ପାହାନ୍ତା ସିଂହ ଅଜଳୀ ସାହୁ):କଣାସ ବ୍ଲକ୍ ବିଜେପି ପକ୍ଷରୁ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସତ୍ୟବାଦୀ ଯୁବ ବିଧାୟକ ଓମ୍ ପ୍ରକାଶ ମିଶ୍ର ଯୋଗ ଦେଇ କର୍ମୀ ମାନେ ଙ୍କୁ ଏକାଠି ସଂଗଠିତ ଉଦ୍ୟମ ରେ କାର୍ଯ୍ୟ କ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ। ବ୍ଲକ୍ ରେ ସଂଗଠନ କୁ ଆଗକୁ ନେବା ସହିତ ଏକାଠି ମିଶି କାଯ୍ୟ କରିବା ପାଇଁ କହିଥିଲେ। ବ୍ଲକ୍ ର ବିଭିନ୍ନ ପଂଚାୟତ ର ବିଜେପି କର୍ମୀ, ପଂଚାୟତ ର ସଭାପତି, ସରପଂଚ, ସମିତି ସଭ୍ୟ ମାନେ ଯୋଗଦାନ କରିଥିଲେ। ବିଭିନ୍ନ ପଂଚାୟତ ର ସୁବିଧା ସମ୍ପର୍କ ରେ ପଚାରି ବୁଝିଥିଲେ।ସେ କହିଥିଲେ କେନ୍ଦ୍ରସରକାର ଙ୍କ ପକ୍ଷରୁ ଗରିବ ମାନଙ୍କୁ ଦିଆଯାଉଥିବା ପ୍ରଧାନ ମନ୍ତ୍ରୀ ଆଵସ ରେ ଯେଭଳି ଗରିବ ଲୋକମାନେ ସଠିକ ପଂଜିକୃତ କରିବା ସହିତ ଏଥିରୁ ବାଦ ନ ପଡନ୍ତି ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ