କଳାହାଣ୍ଡି କନ୍ଧମାଳ କଳାହାଣ୍ଡି ବାଲିଘର ନିକଟରେ ରାସ୍ତା କାଟି ପ୍ରତିବାଦ 11/09/2020 YWPSENU3 0 Comments କନ୍ଧମାଳ କଳାହାଣ୍ଡି ବାଲିଘର ନିକଟରେ ରାସ୍ତା କାଟି ପ୍ରତିବାଦ କଳାହାଣ୍ଡି, (ଓ୍ବାଇଏନ୍ଏସ୍):ବୁଧବାର ମାଓବାଦୀ ପୋଲିସ ମୁହାଁମୁହିଁ ପରେ ୫ ମାଓବାଦୀ ଙ୍କ ମୃତ୍ୟୁ ପରେ ମାଓବାଦୀ ମାନେ କନ୍ଧମାଳ-କଳାହାଣ୍ଡି ବାଲିଘର ନିକଟରେ ରାସ୍ତା କାଟି ପ୍ରତିବାଦ କରିଛନ୍ତି । ଘଟଣା ସ୍ଥଳରେ CRPF ପହଁଛି ସର୍ଚ୍ଚ ଅପରେସନ ଜରିରଖିଛି । Spread the love