ଅପରାଧ କନ୍ଧମାଳ ମାଓବାଦୀ କଂ ଗୁଳିରେ ସେକ୍ଟର ଅଫିସର ମୃତ 17/04/201917/04/2019 admin 0 Comments କନ୍ଧମାଳ ମାଓବାଦୀ କଂ ଗୁଳିରେ ସେକ୍ଟର ଅଫିସର ମୃତ ଗୋଛାପଡା ଥାନା ଅନ୍ତର୍ଗତ ବାଲଂଦାପଡା ଅଂଚଳ ବାରାସଲା ଠାରେ ଲାଂଡ ମାଇନ ବଲାଷଟ ସାଂଗକୁ ଅତର୍କିତ ଗୁଳିମାଡ ହୋଇଥିଲା । ଏହି ଗୁଳିମାଡରେ ସେକ୍ଟର ଅଫିସର ସଂଯୁକ୍ତା ଦିଗାଲ କଂ ମୁଂଡ ରେ ବାଜିବା ଫଳରେ ଘଟଣା ସ୍ଥଳ ରେ ହିଁ ମୃତ୍ୟୁ ବରଣ କରିଛନ୍ତି । Spread the love