କନ୍ଧମାଳ ସ୍ବୟଂ ଶାସିତ ପରିଷଦ ଆଚଂଳ ଗଠନ ଦାବୀ

କେବିକେ କନ୍ଧମାଳ ସ୍ବୟଂ ଶାସିତ ପରିଷଦ ଆଚଂଳ ଗଠନ ଦାବୀ ନେଇ ଆସନ୍ତା କାଲି ଭବାନୀପାଟଣା ଠାରେ ଗ୍ରୀନ କଳାହାଣ୍ଡି ପକ୍ଷରୁ ଏକ ସଭା ର ଆୟୋଜନ ଆନୁଷ୍ଟିତ ହେବ।ନବରଂଗପୁର ପରେ ଭବାନୀପାଟଣା ଠାରେ ଆସନ୍ତା କାଲି ସଭା ଆନୁଷ୍ଟିତ ହେବ । ଯେଉଁ ଥିରେ ସମସ୍ତ ରାଜନୈତିକ ଦଳ ତଥା ବୁଦ୍ଧିଜୀବି ପ୍ରତିନିଧି ମତାମତ ପ୍ରଦାନ କରିବେ । ଯେଉଁଥିରେ କେବିକେ ତଥା କନ୍ଧମାଳ ର ସାମଗ୍ରିକ ବିକାଶ ପାଇଁ ପରିଷଦ ର ଆବଶ୍ୟକତା କାରଣ ଓ ନିରାକରଣ ବିଷୟ ଆଲୋଚନା କରାଯିବ । ଭବାନୀପାଟଣା ଠାରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଗ୍ରୀନ କଳାହାଣ୍ଡି ର ଆବାହକ ସିଦ୍ଧାର୍ଥ ନାଏକ, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ , ଫୋରମ ର ଆବାହକ ମହମ୍ମଦ ଆଲ୍ଲୀ ପ୍ରମୁଖ ସୁଚନା ଦେଇଛନ୍ତି ।ଏଫଭିଓ ପପୁର୍ବରୁ ଗ୍ରୀନ କଳାହାଣ୍ଡି ବେଦାନ୍ତ ବିରୋଧ ରେ ଜନଅନ୍ଦୋଳନ ସୃଷ୍ଟି ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏବଂ ଦୀଘ୍ର ଦିନ ପରେ ପୁଣି ଥରେ କେବିକେ କନ୍ଧମାଳ ପରିଷଦ ପାଇଁ ଆନ୍ଦୋଳନ ପାଇଁ ଦୃଶ୍ୟ ପଟ୍ଟ ହେବା ରାଜନୌତିକ ଚର୍ଚ୍ଚା ଖୋରାକ ଯୋଗାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ