କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୭୪ତମ ଜନ୍ମ ଦିବସରେ ଅଭିନନ୍ଦନ ସମାରେ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ) : ଓଡ଼ିଶାର ଲବ୍ଧପ୍ରତିଷ୍ଠ ସାହିତ୍ୟିକ, ବାଗ୍ମୀ, ଶିକ୍ଷାବିତ୍ ତଥା ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର କାଯର୍‌ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୭୪ତମ ଜନ୍ମ ଦିବସ ଅବସରରେ ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ନବୀନ ଭବନ ପରିସରରେ ଏକ ଅଭିନନ୍ଦନ ସମାରେ।ହ ଅନୁଷ୍ଠିତ ହେ।ଇଯାଇଛି । ଏ ସମ୍ପର୍କରେ ଅ।ୟେ।ଜିତ ସଭାରେ ପ୍ରତିଷ୍ଠାନର ସଭାପତି ତଥା ନବୀନର ସମ୍ପାଦକ ରବି ରଥ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଖଲିକେ।ଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ ଓ ସମ୍ମାନିତ ଅତିଥି ଭାବେ ଲେ।କସେବକ ମଣ୍ଡଳର ଅ।ଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ଯେ।ଗଦେଇ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଅ।ଲେ।କପାତ କରିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ସମ୍ବର୍ଦ୍ଧନାର ଉତ୍ତର ଦେଇ ତ୍ରିପାଠୀ କହିଥିଲେ ଯେ ସାହିତ୍ୟ ସାଧନା ହିଁ ମେ। ଜୀବନର ମୁଖ୍ୟ ଅ।ଧାର । ସାହିତ୍ୟ ସାଧନା ବିନା ମେ। ପକ୍ଷେ କ୍ଷଣେ ମାତ୍ର ଜୀବନ ଧାରଣ କରିବା ଅସମ୍ଭବ ବେ।ଲି ସେ ପ୍ରକାଶ କରିଥିଲେ । ସଭାପତି ରଥ ତାଙ୍କ ଭାଷଣରେ ଏଭଳି ଜଣେ ପ୍ରତିଭାବାନ କବିଙ୍କ ପ୍ରତି ଓଡ଼ିଶା ସାହିତ୍ୟ ଏକାଡ଼େମୀର ଲଗାତାର ବୈମାତୃକ ମନେ।ଭାବକୁ ତୀବ୍ର ସମାଲେ।ଚନା କରିଥିଲେ । ଏହି କାଯର୍‌ୟକ୍ରମରେ ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା, କବି ପ୍ରମେ।ଦ କୁମାର ପଣ୍ଡା, ସମାଜସେବୀ ଏସ୍‌.ପ୍ରକାଶ ଚନ୍ଦ୍ର ପାତ୍ର ଓ ରାମକୃଷ୍ଣ ପାତ୍ର, ଡ଼. ଶାନ୍ତନୁ କୁମାର ଦାଶ, ସରିତା ପଣ୍ଡା, ନବୀନର ପ୍ରକାଶିକା ମଞ୍ଜୁ ରଥ, ବନ୍ଦନା ମହାପାତ୍ର, ଗଙ୍ଗାପାଣି ସାହୁ, ରମାକାନ୍ତ ମିଶ୍ର, ପୂର୍ବତନ କର୍ପୋରେଟର ଜି. ଗେ ।ପାଳ ରେଡ଼ି, ଉମାକାନ୍ତ ଚୌଧୁରୀ, ବିଘ୍ନରାଜ ପଣ୍ଡା, ଭକ୍ତରାମ ପଣ୍ଡା, ଗେ।ବିନ୍ଦ ପାତ୍ର, ଇଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଲାଲବାହାଦୁର ପଟ୍ଟନାୟକ, ଉଦୟନାଥ ପଣ୍ଡା, ଡ଼ା. ସାଗର ରଞ୍ଜନ ତ୍ରିପାଠୀ, ଇଂ. ମାନସ ରଞ୍ଜନ ତ୍ରିପାଠୀ, ସିଏଚ୍ ମହେନ୍ଦ୍ର କୁମାର ପାତ୍ର, ରାଜ କୁମାର ରଥ, ବସନ୍ତ କୁମାର ଅଧିକାରୀ, ବି. ସତ୍ୟମ୍ ଅ ।ଚାରୀ, ମନେ ।ଜ କୁମାର ପାଢ଼ୀ, ପବିତ୍ର କୁମାର ଚୌଧୁରୀ ପ୍ରମୁଖ ଯେ।ଗଦେଇ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ସାହିତ୍ୟକୃତି ଓଡ଼ିଅ । ବାଣୀ ଭଣ୍ଡାରକୁ ସୁସମୃଦ୍ଧ କରିପାରିଛି ବେ ।ଲି କହିବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ । ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସାଧାରଣ ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଉଦୟନାଥ ପଣ୍ଡାଙ୍କ ଦ୍ୱାରା ରଚିତ ଶ୍ରୀ ଶ୍ରୀ ଗୟା-ମାହାତ୍ମ୍ୟ ପୁସ୍ତକ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହେ।ଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ