କମଲ୍ ହାସନ୍ଙ୍କ ଦଳକୁ “ଟର୍ଚ୍ଚ’ ଚିହ୍ନ
ଚେନ୍ନାଇ(ଏଜେନ୍ସି): ଅଭିନେତାରୁ ରାଜନୀତିରେ ପାଦ ଥାପିଥିବା ତାମିଲ ସୁପରଷ୍ଟାର ସଚେତନ ନାଗରିକ ଭୋଟ୍ଗ୍ରହଣ କେନ୍ଦ୍ରକୁ ଯାଇ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ମୋଦି ଆହ୍ୱାନ କରିଛନ୍ତି । ସେହିପରି ଚଳିତ ନିର୍ବାଚନରେ ନୂଆକରି ଭୋଟ୍ ଦେବାକୁ ଯାଉଥିବା ଭୋଟରଙ୍କୁ (୧୮/୧୯ବର୍ଷରେ ଉପନୀତ) ପ୍ରେରଣା ଦେବା ଉଦ୍ଦେଶ୍ୟରେ ମୋଦି କହିଛନ୍ତି ଦେଶଗଠନ ଦିଗରେ ସେମାନଙ୍କ ସହଯୋଗ ନିତାନ୍ତ ଅପରିହାର୍ଯ୍ୟ । ୨ଠ୧୯ ସାଧାରଣ ନିର୍ବାଚନ ସବୁଦୃଷ୍ଟିକୋଣରୁ ଏକ ଯୁଗାନ୍ତକାରୀ ତଥା ଐତିହାସିକ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏଥିରେ ପ୍ରତ୍ୟକ୍ଷ ଯୋଗଦାନ ଦେଇ ନିଜକୁ ଏବଂ ଦେଶକୁ କୃତାର୍ଥ କରିବାକୁ ମୋଦି ସମସ୍ତ ଭାରତବାସୀଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ ମୋଦି ଶେଷଥର ପାଇଁ ଫିର୍ ଏକବାର ମୋଦି ସରକାର ନାରା ଦେଇଥିଲେ ଏବଂ ସମସ୍ତ ଦେଶବାସୀଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ ।