କମିସନରେଟ ପୋଲିସର ନୂଆ ନିୟମ ଓଭର ବ୍ରିଜ୍ ତଳେ ପାକିଂ କଲେ ଦେବାକୁ ପଡିବ ଜୋରିମାନା

(ଯୁଗାବ୍ଦ ନ୍ୟୁଜ୍) : ଭୂବନେଶ୍ୱରରେ ଥିବା ସମସ୍ତ ଫ୍ଲାଏ ଓଭର ତଳେ ଗାଡି ପାର୍କିଂ ରଖିଲେ ଜୋରିମାନ ଦେବାକୁ ପଡିବ । ଏନେଇ ଏକ ସର୍କୁଲାର ଜାରୀ ରଖିଛି କମିଶନରେଟ ପୋଲିସ । ଏନେଇ ସମସ୍ତ ଟ୍ରାଫିକ ଥାନା କୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରାଫିକ ପୋଲିସ କମିସନର ସତ୍ୟଜିତ ମହାନ୍ତି । ଯଦି ଏହାକୁ କେହି ଉଲଂଘନ କରେ ତେବେ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏହି ମାସ ୨୫ ତାରିଖ ଠାରୁ ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଗତ କିଛି ଦିନ ହେଲା ଲୋକଙ୍କ ଘରେ ପାକିଂ ସୁବିଧା ନଥିବାରୁ ବମିଖାଲ, ଝାରପଡା , ପଳାଶୁଣୀ , ରଶୁଲଗଡ ଫ୍ଲାଏ ଓଭର ବ୍ରିଜରେ କିଛି ଲୋକ ପାକିଂ କରିବା ଫଳରେ ବହୁଳ ପରିମାଣରେ ଟ୍ରାଫିକ ସମସ୍ୟାଉପୁଜିବା ସହ ଲୋଂକ ମାନେ ଯାତାୟତର ବହୁ ସମ୍ମୁଖିନ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ