କରନା ପାଇଁ କେ ନୁଆଗାଁ ଥାନା ଓ ସାମ୍ବାଦିକ ଙ୍କ ଗାଁ ଗାଁ ବୁଲି ସଚେତନତା

ଚିକିଟି:ପୃଥିବୀ ପୃଷ୍ଠ ରେ ଆତଙ୍କ ଖେଳେଇ ଥିବା କରନା ଭୂତାଣୁ ନେଇ ଗାଁ ଗୁଡିକରେ ସଚେତନ କରିବା ପାଇଁ ଆଜି ଚିକିଟି ବ୍ଲକ ର ସମସ୍ତ ଗ୍ରାମ ଗୁଡିକୁ ବୁଲି ବୁଲି ଡାକ ବାଜି ଯନ୍ତ୍ର ସାହାଯ୍ୟରେ ବ୍ଲକ ର ସମସ୍ତ ସାମ୍ବାଦିକ ଓ କେ ନୂଆଗାଁ ଥାନା ପକ୍ଷରୁ ଆରମ୍ଭ ହୋଇଥିଲା। ଏଥିରେ ଯେଉଁ ଦଶ ପ୍ରତିଶତ ଲୋକ ବୁଝୁନାହାନ୍ତି ବାହାରକୁ ବାହାରି ବୁଲା ବୁଲି କରୁଛନ୍ତି ତାଙ୍କୁ ନେଇ ମଧ୍ୟ ଅଧିକ ସଚେତନତା କରାଯାଇଛି। ଚିକିତିପେଣ୍ଠ, ରାମଚନ୍ଦ୍ରପୁର, ରାଧାମୋହନ ପୁର, ବଡ଼ପଲଙ୍କ,ଉଳପୁର,ବାହିନୀପତି, କଲବାଡ଼,ପଣ୍ଡିରି,ବରବଡରଗାଁ, ଡଭାର,ଦେଉଳିଆପଡା,ଚାନ୍ଦପୁର ଓ ନୂଆପଡା ସମସ୍ତ ଗ୍ରାମ ଗୁଡିକ ବୁଲି ସଚେତନତା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ