ଭଦ୍ରକ କରୋନା ମୁକାବୁଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କଲେ ଭଦ୍ରକ ସାଂସଦ 24/03/2020 YWPSENU3 0 Comments କରୋନା ମୁକାବୁଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କଲେ ଭଦ୍ରକ ସାଂସଦ ବନ୍ତ,(ଯୁଗାଦ୍ଧ ନ୍ୟୁଜ୍):ରାଜ୍ୟରେ କରୋନା ମୁକାବୁଲା ପାଇଁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ୩ ମାସର ଦରମା ପ୍ରଦାନ କରିଛନ୍ତି ଏନେଇ ସେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଚିଠି ମାଧ୍ୟମରେ ଜଣାଇବା ସହ ୩ ଲକ୍ଷ ଟଙ୍କାର ଚେକ୍ ପଠାଇଛନ୍ତି ସାଂସଦଙ୍କର ଏହି ପଦକ୍ଷେପକୁ ଜିଲାବାସୀ ପ୍ରଶଂସା କରିଛନ୍ତି Spread the love