କରୋନା ଡ୍ୟୁଟିରେ ଥିବା ପୋଲିସ ଭାଇମାନଙ୍କୁ ଚା ଓ ବିସ୍କୁଟ ବଂଟନ
କେନ୍ଦ୍ରାପଡା : ପୈାରାଚଂଳ ଅନ୍ତର୍ଗତ ସହରର ବିଭିନ୍ନ ସ୍ଥାନରେ ନିଜର ଦାଇତ୍ୱ ନିର୍ବାହ କରୁଥିବା ବେଳେ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଯୁବ ସାମ୍ବାଦିକ ମାତୃଦତ୍ତ ମହାନ୍ତିଙ୍କ ନେତୃତ୍ୱରେ ଚା ଓ ବିସ୍କୁଟ ବୀତରଣ କରାଯାଇଥିଲା । ଜନଜୀବନକୁ ସୁରକ୍ଷା ପ୍ରଦାନ ଦାଇତ୍ୱରେ ଥିବା ଏହି ପୋଲିସ ଭାଇମାନଙ୍କୁ ଦୁହୁରିଆ, ତିନିମୁହାଣିଛକ, ନୂଆବସଷ୍ଟାଣ୍ଡ, ବଡହାଟ, ପୁରୁଣା ବସଷ୍ଟାଣ୍ଡ ପ୍ରଭୃତି ସ୍ଥାନରେ ଚା ଓ ବିସ୍କୁଟ ପ୍ରଦାନ କରାଯାଇଥିଲା ।