କରୋନା ପାଇଁ ହାଇକୋର୍ଟଙ୍କ କଟକଣା

କଟକ : କରୋନା ମୁକାବିଲା ନେଇ ହାଇକୋର୍ଟରେ ବିଚାର ସମ୍ପର୍କିତ ନିର୍ଦେଶନାମା ଜାରି କରାଯାଇଛି । ୨୩ ତାରିଖ ପାଇଁ ତାଲିକାଭୁକ୍ତ ମାମଲାର ଶୁଣାଣିକୁ ସ୍ଥଗିତ ରଖା ଯାଇଛି । ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଆଉ କୌଣସି ମାମଲା ତାଲିକା ଭୁକ୍ତ ହେବନି। ଅତି ଗୁରୁତ୍ୱପୂର୍ଣ ମାମାଲା ବିଚାର ବିଭାଗୀୟ ଡେପୁଟି ରେଜିଷ୍ଟାରଙ୍କୁ ଜଣାଯିବ । ହ୍ବାଟସଆପ୍ ଓ ଭିଡ଼ିଓ କନଫରେନ୍ସ କଲ ଜରିଆରେ ଡେପୁଟି ରେଜିଷ୍ଟରଙ୍କୁ ଜଣାଯିବ । ଆବଶ୍ୟକ ଅନୁସାରେ ରୋଟେସନ ଭିତ୍ତିରେ ଷ୍ଟାଫ ନିୟୋଜନ କରିବାକୁ ନିର୍ଦେଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ