କରୋନା ମୁକାବିଲାରେ ଅସହଯୋଗ ପାଇଁ ବଦଳିଲେ ସିଡିଏମଓ
ଯାଜପୁର:ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅରୁଣ ପାତ୍ର ଙ୍କ ବଦଳି । ତାଙ୍କ ସ୍ଥାନ ରେ ଡଃ ସୁଧାଂଶୁ ଶେଖର ବଳଙ୍କୁ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଅବସ୍ଥାପିତ କରାଯାଇଛି । ଜିଲ୍ଲାରେ କରୋନା ମୁକାବିଲା ପରିଚାଳନାରେ ତପ୍ତରତା ନଦେଖାଇବା ଓ ଜିଲ୍ଲା ପ୍ରସାସନକୁ ସହଯୋଗ ନକରିବା କାରଣରୁ ରାଜ୍ୟ ସରକାର ବଦଳି କରିଥିବା ଯାଜପୁର ଜିଲ୍ଲାପାଳ ରଂଜନ ଦାସ ସୂଚନା ଦେଇଛନ୍ତି ।