କରୋନା ମୁକାବିଲା ଲାଗି ଆମେରିକାରେ ଜରୁରୀକାଳୀନ ପରିସ୍ଥିତି ଜାରି

ଓ୍ବାସିଂଟନ୍ : ପ୍ରାଥମିକ ପର୍ଯ୍ୟାୟରେ କରୋନା ଭୂତାଣୁକୁ ଏକ ଅପପ୍ରଚାର ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାବୁଥିଲେ। ଇତି ମଧ୍ୟରେ ଆମେରିକାରେ ୪୧ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିବା ପରେ ଓ ହଜାରରୁ ଅଧିକ ଲୋକ ଏହା ଦ୍ଵାରା ଆକ୍ରାନ୍ତ ହେବା ପରେ ଏହାର ମୁକାବିଲା ପାଇଁ ଆମେରିକାରେ ଜାତୀୟ ଜରୁରୀ କାଳୀନ ପରିସ୍ଥିତି ଜାରି କରାଯାଇଛି। ବିଳମ୍ବିତ ପଦକ୍ଷେପ ଯୋଗୁଁ କରୋନାର ବ୍ୟାପକ ପ୍ରଭାବ ଆମେରିକାର ଜନଜୀବନ ଓ ଅର୍ଥନୀତିକୁ ପ୍ରବଳ ପ୍ରଭାବିତ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ