କରୋନା ରୁ ସୁସ୍ଥହୋଇ ନିଜର ପ୍ଲାଜମାଦାନ କଲେ ସଞ୍ଜୟ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକରେ କରୋନାରେ ଆକ୍ରନ୍ତ ହଇ ବହୁଲୋକେ ଫେରିଛନ୍ତି ସେଥି ମଧ୍ୟରୁ କରୋନାରେ ଆକ୍ରାନ୍ତ ହଇଥିଲେ ସଞ୍ଜୟ ନିଜ ପରିବାର ଓ ସଞ୍ଜୟ ସାହୁ(୨୮)ସେ କାଳିଆପଟା କୋଭିଡି ମେଡିକାଲରେ ରହି ସୁସ୍ଥ ହଇଫେରିଥିଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହଇଛନ୍ତି ସେ ଜଣେ ଆଇଟିଆଇ ଛାତ୍ର ଏବଂ କିଛି ଦିନ ଏକ ଘରଇ କମ୍ପାନୀରେ କାମ କରିଥିଲେ ସେ ଗତ କାଲି ବ୍ରହ୍ମପୁର ବଡ଼ମେଡ଼ିକାଲରେ ନିଜର ଫ୍ଲାଜମାଦାନ କରିଛନ୍ତି ଆଗରୁ ଜଣେ କରୋନା ଯୁଦ୍ଧା ଡାକ୍ତର ମ.ଶିବରାମ ନିଜର ଫ୍ଲାଜମାଦାନ କରିଛନ୍ତି ଏହାକୁ ନେଇଅଞ୍ଚଳର ବିଜେଡିର କର୍ମକର୍ତ୍ତା ମାନେ ଓ ବିଡ଼ିଓ ବଂଶୀଧରଖୁସଲା,ସଞ୍ଜୟଙ୍କୁ ସାଧୁବାଦ ଜଣାଇ ଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ