କରୋନା ସଂକ୍ରମଣ ମୁକାବିଲା ସମୀକ୍ଷା ବୈଠକ

ଯାଜପୁର : କରୋନା ଭାଇରସ ଏବେ ସମଗ୍ର ବିଶ୍ୱ ପାଇଁ ଆତଙ୍କର କାରଣ ହୋଇଚ୍ଥି । ଯଦିଓ ଚୀନ୍ ଏହାର ଉତ୍ପତ୍ତି ସ୍ଥଳ ତେବେ ବର୍ତ୍ତମାନ ସମଗ୍ର ବିଶ୍ୱରେ ଏହା କାୟା ବିସ୍ତାର କରିବାରେ ଲାଗିଚ୍ଥି ।  ନିରାକରଣ ପାଇଁ କୈାଣସି ସ୍ୱତନ୍ତ୍ର ଓ÷୍ୟଷଧ ବା ଚିକିତ୍ସା ବ୍ୟବସ୍ଥା ନ ଥିବାରୁ ସଚେତନତା ହିଁ ଏହାକୁ ରୋକିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଊଚ୍ଥି । ପରିପ୍ରେକ୍ଷୀରେ ଶୁକ୍ରବାର ଅପରାହ୍ନରେ ଜିଲ୍ଳ୍‌ାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଳ୍‌ାରେ କରୋନା ଭାଇରସ ସଂପର୍କରେ ଏକ ସମୀକ୍ଷା ବୈଠକ ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ଇନ୍ଦ୍ରମଣି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଯେ ହେତୁ ବ୍ୟାପକ ସଚେତନତା ହିଁ ଏହି ରୋଗକୁ ପ୍ରତିହତ କରିବ ସେଥିପାଇଁ ଲୋକ ମାନଙ୍କୁ ଅଧିକରୁ ଅଧିକ ସଚେତନ କରାଇବାକୁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ । ଶିକ୍ଷାନୁଷ୍ଠାନ ମାନଙ୍କରେ ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବାରମ୍ୱାର ହାତ ସପାଂ କରିବା, ରୁମାଲ ଓ ମାସ୍କ ବ୍ୟବହାର କରିବା ଉପରେ ସେ ଗୁରୁତ୍ୱ ଦେଇଚ୍ଥନ୍ତି । ରାଜ୍ୟ ସରକାର ଏ ସଂପର୍କରେ ଏକ ନିର୍ଦ୍ଦେଶନାମା ଜାରି କରିଚ୍ଥନ୍ତି । ତାହାରି ଆଧାରରେ ଆମକୁ ସଚେତନତା ବ୍ୟବସ୍ଥା ଗ୍ରହଣ କରିବାକୁ ପଡିବ ବୋଲି ନାୟକ କହିଚ୍ଥନ୍ତି । ଜନ ଗହଳି ସ୍ଥାନ ମାନଙ୍କୁ ପିଲା ମାନଙ୍କୁ ବାରଣ କରିବା, ପାଖରେ ଟିସୁ ପେପର ରଖିବା, ଯଦି କୈାଣସି ଚ୍ଥାତ୍ର ଚ୍ଥାତ୍ରୀଙ୍କ ଠାରେ ଥଣ୍ଡା କାଶ ପରିଲକ୍ଷିତ ହେଉଚ୍ଥି ତେବେ ତୁରନ୍ତ ପରିବାର ଓ ଡାକ୍ତରଙ୍କୁ ଅବଗତ କରାଇ ପଦକ୍ଷେପ ନେବା, ବସ୍ତୁ ଉପରେ କରୋନା ଭୁତାଣୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଜିବୀତ ରହୁଥିବାରୁ ବସ୍ତୁକୁ ଓ ହାତକୁ ସାବୁନ ଦ୍ୱାରା ଭଲ ଭାବରେ ଧୋଇବା ମାସ୍କକୁ ପ୍ରତ୍ୟହ ବଦଳାଇବା, ସଂକ୍ରମିତ ବ୍ୟକ୍ତିର ବ୍ୟବହୃତ ଜିନିଷ ପତ୍ର ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଚ୍ଥି । ଏହି ନିୟମାବଳୀକୁ ସମସ୍ତ ଶିକ୍ଷାନୁଷ୍ଠାନରେ ଅନୁପାଳନ ପାଇଁ ଜିଲ୍ଳ୍‌ା ଶିକ୍ଷା ଅଧିକାରୀ ଓ ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକଙ୍କୁ ଦାୟିତ୍ୱ ଦିଆଗଲା । ଏହି ବୈଠକରେ ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅରୁଣ କୁମାର ପାତ୍ର, ଜିଲ୍ଳ୍‌ା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ଡେପୁଟୀ କଲେକ୍ଟର କୂଳମଣି ନାୟକ, ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୂତାର, ଜିଲ୍ଳ୍‌ା ସମାଜ କଲ୍ୟାଣ ଅଧିକାରୀ ବିଜୟଲକ୍ଷ୍ମୀ ପଣ୍ଡା, ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଡା. ପାର୍ଥସାରଥୀ ମିଶ୍ର ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ କରୋନା ଭାଇରସ ସଂପର୍କରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ