କରୋନା ସଚେତନତା ରାଲି
ହିଞ୍ଜିଳିକାଟୁ (ଶେଷଦେବ ସାହୁ) : ସମସ୍ତ ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଥିବା କରୋନା ଭାଇରସ ଧୀରେ ଧୀରେ ଭାତର ବିଭିନ୍ନ ପ୍ରାନ୍ତରେ ତାର କାୟା ବିସ୍ତାର କରୁଥିବା ବେଳେ ଏହି ଭାଇରସ ଠାରୁ କିପରି ମୁକ୍ତ ପାଇ ହେବ ସେ ନେଇହିଞ୍ଜିଳିକାଟୁ ବ୍ଲକର ରାଳବ ଗ୍ରାମରେ ବିଜୟାନନ୍ଦ ପାଠାଗାର ଦ୍ୱାରା ଏକ ଜନ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି ।ଏହି ରାଲିକୁ ଗନ୍ତାୟତ ଦଳାଇ ପତକା ଦେଖାଇ ଶୁଭାରମ୍ଭ କରିଥିଲେ ।୫୦ରୁ ୁର୍ଦ୍ଧ ଯୁବକ ସାଇକେଲ ଯୋଗେପାଠାଗାରରୁ ବାହାରି ଗ୍ରାମ ପରିକ୍ରମା କରିବା ସହିତ ଲୋକ ମାନଙ୍କୁ ସଚେତନା କରାଇବା ସହିତ ଶିକିରି ଦେଇ ହିଞ୍ଜିଳିକାଟୁ ମିନି ଷ୍ଟାଡ଼ିୟମ ଠାରେ ପହଚିଂଥିଲେ ।ସେଠାରେ ସ୍ଥାନୀୟ ତ୍ରିରଙ୍ଗା ସେବା ସଂଘର ସଦସ୍ୟ ମାନେ ଏହି ରାଲିକୁ ସ୍ଗାତ ଜଣାଇଥିଲେଚାର୍ଯ୍ୟକ୍ରମକୁ ନୀଳା ଭଉଳ,ପପୁନ ପରିଡ଼ା,ଜଗତ ଦଳାଇ,ମନୋଜ ପଟ୍ଟନାୟକ,ଅଜିତ ନାୟକ,ପରିଚାଳନା କରିଥିଲେ ।


