କରୋନା ସଚେତନ କରାଇଲେ ୟୁଥ୍ କ୍ଲବର ସଂପାଦକ

ବନ୍ତ ଚାନ୍ଦିନୀ ମହାନ୍ତି) : ବସନ୍ତିଆସ୍ଥିତ ଫ୍ରେଣ୍ଡସ୍ ୟୁଥ୍ କ୍ଲବର ସଂପାଦକ ମୁକ୍ତିକାନ୍ତ ପଣ୍ଡା ନିଜର ଜନ୍ମ ଦିନ ଅବସରରେ ବସନ୍ତିଆ ଗ୍ରାମରେ କରୋନା ସଚେତନତା କରାଇଛନ୍ତି । ଲୋକ ମାନଙ୍କୁ ସାନିଟାଇଜର, ମାସ୍କ ଏବଂ ସାବୁନ୍ ଆଦି ବଣ୍ଟନ କରିବା ସହ ସାମାଜିକ ଦୂରତା ବଜାୟୀ ରଖିବାକୁ ଲୋକ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟରେ ସୋନାଲି ପ୍ରିୟଦର୍ଶନୀ ପଣ୍ଡା, କ୍ଷୀରୋଦ ରାଉଳ, ଚିତ୍ତରଞ୍ଜନ ପଣ୍ଡା, ଶୁଭ୍ରଜିତ୍ ପଣ୍ଡା, ସୌମ୍ୟରଞ୍ଜନ ଦାଶ, ଅରବିନ୍ଦ ସାହୁ, ସୁମିତ୍‌ସୁମନ୍ ମୈକାପ, ସମାଜସେବୀ ସତ୍ୟଜିତ୍ ନାୟକ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ