କର୍ତ୍ତ। ସମ୍ମିଳନୀରେ ଯୋଗଦେଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ- ଆଗକୁ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଦନ ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀଦି ପ୍ରସ୍ତୁତ କରିବାରେ ବ୍ୟସ୍ତ ଏହି କ୍ରମରେ ଆଜି ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଦିଲ୍ଲୀରେ ଆୟୋଜିତ ‘ବୁଥ୍ କ।ର୍ଯ୍ୟକର୍ତ୍ତା ସମ୍ମିଳନୀ’ରେ ଭାଜପାର କ।ର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗ ଦେଇଛନ୍ତି । ସେ କହିଛନ୍ତି ସାରା ଦେଶରେ ପ୍ରାୟ ୨୩୦୦ ରାଜନୈତିକ ଦଳ ରହିଛନ୍ତି। ସେଥିମଧ୍ୟରୁ ପ୍ରାୟ ୫ଶହ ଦଳ ନିର୍ବାଚନ କମିଶନଙ୍କ ନିକଟରେ ପଞ୍ଜୀକରଣ କରିଛନ୍ତି । ଏହି କ।ର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ