କର୍ମଚାରୀଙ୍କୁ ମିଳିବ ଚତୁର୍ଥ ଶନିବାର ଛୁଟି

ପଞ୍ଚମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେବା ପରେ ନୂତନ ସରକାର ଗଠନ କରିବା ସହ ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ନିୟମ ଲାଗୁ କରିଛନ୍ତି । ଏପରିକି ସରକାରୀ କର୍ମଚାରୀଙ୍କ ପାଇଁ ଅଧିକ ଦିନ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହି ଅନୁସାରେ ସରକାରୀ ଅଫିସରଙ୍କୁ ଚତୁର୍ଥ ଶନିବାର ଦିନ ଛୁଟି ମିଳିବ । ପୂର୍ବରୁ ମାସର ଦ୍ୱିତୀୟ ଶନିବାର ଛୁଟି ମିଳିଥିବା ବେଳେ ଏବେ ଚତୁର୍ଥ ଶନିବାର ସରକାରୀ ଛୁଟି ଘୋଷଣା କିରଛନ୍ତି ନବୀନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ