କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍

ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ । ପୁଣୀ ଦିନ ଦ୍ୱିପହରରେ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା କୁମାରଙ୍ଗ ରୋଡ ବଡଶଙ୍ଖ ଠାରେ । ଦୁର୍ବୁତ୍ତ ମାନେ କର୍ମଚାରୀଙ୍କ ଠାରୁ ୧ ଲକ୍ଷ ୮୨ ହଜାର ଲୁଟ କରିବା ସହ ତାଙ୍କର ସ୍କୁଟି କୁ ଧରି ମଧ୍ୟ ଘଟଣା ସ୍ଥଳରୁ ଧରି ଫେରାର ହୋଇଯାଇଛନ୍ତି । ଏହି ଘଟଣା ପରେ କର୍ମଚାରୀ ଜଣକ ନିକଟସ୍ଥ ପୋଲିସ ଷ୍ଟେସନ ଖବର ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କର୍ମଚାରୀ ଜଣକ ଟଙ୍କା ବ୍ୟାଗ ଧରି ଅଫିସକୁ ଯାଉଥିବାବେଳେ ପୂର୍ବରୁ ପ୍ରସ୍ତୁତ ଦୁବୁତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ