କର ଦାତାଙ୍କୁ ମିଳିଲା ବଡ ଆଶ୍ୱସ୍ଥି , ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୩୧

ନୂଆଦିଲ୍ଳୀ : କରଦାତାଙ୍କୁ ମିଳିଲା ବଡ ଆଶ୍ୱସ୍ଥି । ଚଳିତ ବର୍ଷ ସିବିଡିଟି ଟିଡିଏସ୍ ରିଟଣ୍ଣ ଦାଖଲ କରିବାର  ଶେଷ ତାରିଖ ମେ ୩୧ ତାରିଖ  ଠାରୁ ଜୁନ ୍ ୩୦ କରିଥିଲେ । କିନ୍ତୁ ପୈଠ କରିବା ସମୟରେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିଲେ । ବିଭିନ୍ନ ସଂସ୍ଥା ଆୟକର ରିଟର୍ଣ୍ଣ ଦାଖଲ କରିବାର ତାରିଖ ବଢାଯାଉ ବୋଲି ଦାବି କରିଥିଲେ । ଏହା ପରେ ଜ ଫର୍ମ ୧୬ ଜାରୀ ହେଲା ପରେ ଜୁନ ୧୫ ତାରିଖ ଠାରୁ ଜୁଲାଇ ୩୧ ତାରିଖ କରାଯାଇଛି । ୩୧ ପୂର୍ବରୁ  ଆୟକର ରିଟର୍ଣ୍ଣ କରିନଥିଲେ ତାଙ୍କୁ ଜୋରିମାନା ଦେବାକୁ ପଡିଥାନ୍ତାକିନ୍ତୁ ଅବଧି ବଢାଯାଇଥିବାରୁ କରଦାତାଙ୍କୁ ମିଳିଛି ବଡ ଆଶ୍ୱସ୍ଥି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ