କଲରାଜ ମିଶ୍ର ହେଲେ ରାଜସ୍ଥାନର ରାଜ୍ୟପାଳ

ରବିବାର ୫ ଟି ରାଜ୍ୟର ନୂତନ ରାଜ୍ୟପାଳ ଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ରସରକାର । ରଷ୍ଟ୍ରପତି ଭବନରୁ ସିକୃତି ମିଳିବାପରେ କଲରାଜ ମିଶ୍ର ରାଜସ୍ଥାନର ରାଜ୍ୟପାଳ ହୋଇଥିବା ବେଳେ ଭଗତ୍ ସିଂହ କୋଷ୍ୟାରି ମହାରାଷ୍ଟ୍ରର ରାଜ୍ୟପାଳ, ବନ୍ଦାରୁ ଦତ୍ତାତ୍ରେୟ ହିମାଚଳପ୍ରଦେଶର ରାଜ୍ୟପାଳ, ତାମିଲିସାଇ ସୌନ୍ଦ୍ରରାଜନ୍ ତେଲେଙ୍ଗାନାର ରାଜ୍ୟପାଳ ଓ ଆରିଫ୍ ମହମ୍ମଦ ଖାନ କେରଳର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ