କଳାକାର ଓ ସମାଜସେବୀଙ୍କୁ ସମ୍ବର୍ଦ୍ଧନା

ହାଟଡ଼ିହି :, ସଢ଼ା ବୈଦନାଥ ମନ୍ଦିରରେ ଅନୁଷ୍ଠିତ ଯାଗରଯାତ୍ରା ଉପଲକ୍ଷେ ବୈଦ୍ୟନାଥ ମନ୍ଦିର କମିଟି ପକ୍ଷରୁ କଳାକାର, ସମାଜସେବୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ଓଡିଶାର ଖାତନାମା ଯଲିଉଡ କଳାକାର ଦୈତାରୀ ପଣ୍ଡା, ଭୁବନେଶ୍ୱରର ବିଶିଷ୍ଟ ସମାଜସେବୀ ସମ୍ପଦ ସାମନ୍ତରାୟ, ଗିତୀକାର ଓମ କୁମାର, ଅନ୍ୟତମ କଳାକାର ବସନ୍ତ ପଣ୍ଡା ଓ ସମାଜସେବୀ ବୈଦ୍ୟନାଥ ସାମଲଙ୍କୁ ମାନପତ୍ର ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ପ୍ରୀୟବ୍ରତ ବେହେରା, ଅମନୀ ରାଉତ, ରଙ୍ଗାଧର ପଣ୍ଡା, ନରହରି ବଳ, ଶ୍ରୀକାନ୍ତ ବୋଇତେଇ, ଉମାକାନ୍ତ ସ୍ୱାଇଁ, ସୁଦର୍ଶନ ପହି, ଅକ୍ଷୟ କୁମାର ଦାଶ, ସତ୍ୟବ୍ରତ ଦାଶ, ।୍ୟାମ ସାମଲ, ଚିତ୍ତରଞ୍ଜନ ସ୍ୱାଇଁ, କାର୍ତ୍ତିକ ଦାଶ, ସତ୍ୟବିତ ଦାଶ, ବିଶ୍ୱଜିତ ଦାଶ, ବଳରାମ ଦାଶ, ସୁଧାଶୁଂ ଶେଖର ଦାଶ, ଚନ୍ଦ୍ର ଶେଖର ପଣ୍ଡା, ଦିପକ ପହି, ଦିପକ ବାରିକ, ନାରାୟଣ ଆୟଚ, ହରିହର ଦାଶ, ରବିନ୍ଦ୍ର କୁମାର ପଣ୍ଡାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ