କଳାହାଣ୍ଡିରେ ଆଇଇଡି ବିସ୍ପୋରଣ

କଳାହାଣ୍ଡି (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଳା ବିଜେପୁର ଥାନା ଅଧିନସ୍ଥ ଦୁଇଟି ସ୍ଥାପନରେ ଆଇଇଡି ବିସ୍ପୋରଣ ଘଟିଛି ।ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ତ୍ରିଲୋଚନପୁର ନିକଟରେ ଆଇଇଡି ବିସ୍ପୋରଣ ୩ ଟା ସମୟରେ ହୋଇଥିବା ସୂଚନା ମିଳିଥିବା ବେଳେ ତ୍ରିଲୋଚନ କ୍ୟାମ୍ପ ଠାରୁ ମାତ୍ର ୪ କିଲୋମିଟର ଦୂରରେ ଆଉ ଏକ ଆଇଇଡି ବିସ୍ପୋରଣ ହୋଇଛି । ଆଉ ଗୋଟିଏ ଆଇଇଡି ବିସ୍ପୋରଣ ୫ ଘଣ୍ଟା ୪୫ ମିନିଟରେ ହୋଇଥିଲା । କୈାଣସି ପ୍ରକୃତ କାରଣ ଧରାପଡିନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ