କଳାହାଣ୍ଡିରେ କାଳବୈଶାଖି ସହ କୁଆପଥର ବର୍ଷା

କଳାହାଣ୍ଡି (‌ୱାଇଏନ୍‌ଏସ୍‌): ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର 2 ଦିନ ରେ 4 ଡିଗ୍ରୀ ପାରଦ ଖସିବ ଓ ଏହି ସମୟରେ ଉପକୁଳ ଜିଲ୍ଲାର ଅଧିକାଂଶ ସ୍ଥାନରେ କାଳ ବୈଶାଖୀ ସହ ବିଜୁଳି ଘଡଘଡି ଓ ବର୍ଷା ହେବା ସମ୍ଭାବନା ଅଛି ବୋଲି ପ୍ରକାଶ କରିଥିବା ବେଳେ କଳାହାଣ୍ଡିବାସୀ ଖରାରୁ ଆ‌ଶ୍ୱସ୍ତି ପାଇଛନ୍ତି । ଆଜି ଆପରାହ୍ନ ରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ କାଳବୈଶାଖି ସହ କୁଆପଥର ବର୍ଷା ହୋଇଛି । ବିଶେଷ କରି କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଳକ ରେ କୁଆପଥର ପଡିବା ସହ ବର୍ଷା ଓ ପବନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ