କଳାହାଣ୍ଡି ର ରାପ ସିଙ୍ଗର ଡୁଲେଶ୍ୱର ନୋ କରପସନ ଗିତ ଗାଇ ଚର୍ଚ୍ଚିତ
କଳାହାଣ୍ଡି ,(ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ବୋର୍ଡା ଅଞ୍ଚଳର ତଥା କଳାହାଣ୍ଡିଆ ଯୁବକ ଡୁଲେଶ୍ୱର ତାଣ୍ଡି ଲକଡାଉନ୍ ସମୟରେ “ନୋ କରପସନ” ରାପ୍ ଗୀତ ଗାଇ ପୁଣି ଥରେ ଚର୍ଚ୍ଚିତ। ସେ ପୂର୍ବରୁ ମଧ୍ୟ ଡୁଲେ ରକର ଭାବରେ ପରିଚିତ। ଏହି ରାପ ଗୀତରେ କଣ କହୁଛନ୍ତି ଥରେ ମନ ଦେଇ ଶୁଣନ୍ତୁ ଏହି ରାପ ଗୀତରେ ସରକାରୀ ଯୋଜନାରେ ହେଉଥିବା ଦୁର୍ନୀତି ଓ ସରକାରୀ ବାବୁ ମାନେ କେମିତି ଯୋଜନା କୁ ବାଟମାରଣା କରୁଛନ୍ତି ସେହି ଉପରେ ପର୍ଯବେସିତ ରହିଛି ଏହି ଗୀତ ଏବେ ମୋବାଇଲ ରୁ ମୋବାଇଲ ଏବେ ଲୋକପ୍ରିୟ ହେଉଛି କଳାହାଣ୍ଡି ର ଏହି ଯୁବ ପ୍ରତିଭା କୁ ବିଭିନ୍ନ ମହଲ ରୁ ପ୍ରଶଂସା ର ସୁଅ ଛୁଟୁ ଥିବା ବେଳେ ଆଗକୁ ପ୍ରୋତ୍ସାହନ ମିଳିଲେ ସେ କିଛି କରି ଦେଖାଇବାକୁ କହିଛନ୍ତି