କଳାହାଣ୍ଡି -ସେକ୍ସ ରାକେଟ ଠାବ ଦୁଇ ଦଲାଲ ସହ ଜଣେ ଦେହଜୀବୀ ଉଦ୍ଧାର

କଳାହାଣ୍ଡି, (ୱାଇଏନ୍ଏସ୍): ଭବାନିପାଟଣା ଟାଉନଥାନା ଅନ୍ତର୍ଗତ ଟିଭି ସେଣ୍ଟର ପଡା ନିକଟ ଟାଉନ ପ୍ଲାନିଙ୍ଗ କଲୋନିରୁ ଦୁଇଜଣ ଦେହଜୀବୀ ଦଲାଲ କୁ ଗିରଫ କରିବା ସହ ଜଣେ ଦେହଜୀବୀକୁ ଉଦ୍ଧାର କରିଛି ଭବାନିପାଟଣା ଟାଉନ ଥାନା ପୋଲିସ। ଦେହ ବ୍ୟବସାୟ ହେଉଥିବା ପୋଲିସ ବିଶେଷ ସୁତ୍ର ରୁ ଖବର ପାଇ ଅଚାନକ ଚଢାଉ କରିଥିଲା ଏହି ସମୟ ରେ ଦୁଇଜଣ ଦଲାଲ ସହ ଜଣେ ଦେହଜୀବୀ କୁ ଉଦ୍ଧାର କରିଥିଲା । ଘଟଣା ସ୍ଥଳରୁ ଦୁଇଟି ମୋବାଇଲ ଜବତ କରିବା ସହ ଏହି ଅନୈତିକ କାର୍ଯ୍ୟକଳାପରେ ବ୍ୟବହାର ହେଉଥିବା ଜିନିଷ ମଧ୍ଯ ଉଦ୍ଧାର କରିଥିଲା ପୋଲିସ। ଏହି ସଂକ୍ରାନ୍ତରେ ଭବାନିପାଟଣା ଟାଉନ ଥାନାରେ ଏକ ମାମଲା ରୁଜୁ କରିବା ସହ ଦୁଇ ଦଲାଲ କୁ କୋର୍ଟ କରିଛି ଓ ଦେହଜୀବୀ କୁ ସ୍ବଧାର ଗୃହ କୁ ପଠାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ